ପ୍ରଥମ ରାଜାବଳୀ 7:44 · ଓଡ଼ିଆ ବାଇବେଲ
ସମୁଦ୍ର ପରି ଏକ ବଡ଼ କୁଣ୍ତ, ସମୁଦ୍ର ଆକୃତି କୁଣ୍ତ ତଳେ ବାରଟି ଷଣ୍ଢର ଛବି;
Cross references
ପ୍ରଥମ ରାଜାବଳୀ 7:23
ତା'ପଲରସସ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମସଦଲଲ ସମୁଦ୍ର।ସସହି କୁଣ୍ତର ପରିଧି ତିରିଶ ହାତ, ବ୍ଯାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା।
ପ୍ରଥମ ରାଜାବଳୀ 7:25
ଏହି କୁଣ୍ତ ବାରସଗାଟି ଷଣ୍ତ ଉପଲର ସ୍ଥାପିତସହାଇଥିଲା।ସସହି ଷଣ୍ତଗୁଡିକ ତିନିଦଳସର ସଜାସହାଇଥିଲଲ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ତମାନଙ୍କର ପଶ୍ଚାତ୍ଭାଗ କୁଣ୍ତ ମଝି ଆଡକୁ ଥିଲା। କୁଣ୍ତସସମାନଙ୍କ ଉପଲର ରଖାୟାଇଥିଲା।