Home Bibles ☰ Books ପ୍ରଥମ ରାଜାବଳୀ 7:25 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 7:25 · ଓଡ଼ିଆ ବାଇବେଲ

ଏହି କୁଣ୍ତ ବାରସଗାଟି ଷଣ୍ତ ଉପଲର ସ୍ଥାପିତସହାଇଥିଲା।ସସହି ଷଣ୍ତଗୁଡିକ ତିନିଦଳସର ସଜାସହାଇଥିଲଲ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ତମାନଙ୍କର ପଶ୍ଚାତ୍ଭାଗ କୁଣ୍ତ ମଝି ଆଡକୁ ଥିଲା। କୁଣ୍ତସସମାନଙ୍କ ଉପଲର ରଖାୟାଇଥିଲା।

Cross references

ପ୍ରଥମ ରାଜାବଳୀ 7:44

ସମୁଦ୍ର ପରି ଏକ ବଡ଼ କୁଣ୍ତ, ସମୁଦ୍ର ଆକୃତି କୁଣ୍ତ ତଳେ ବାରଟି ଷଣ୍ଢର ଛବି;

ଦିତୀୟ ବଂଶାବଳୀ 4:4

ବାରଟି ବୃହତ୍ ଷଣ୍ଢର ପ୍ରତିମୂର୍ତ୍ତି ଉପରେ ଏହି ବୃହତ୍ ପିତ୍ତଳର କୁଣ୍ଡମକୁ ରଖାୟାଇଥିଲା। ତିନୋଟି ଷଣ୍ଢ ଉତ୍ତର ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପଶ୍ଚିମ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ଦକ୍ଷିଣ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପୂର୍ବ ଦିଗକୁ ମୁହଁ କରିଥିଲେ। ଏକ ବୃହତ୍ ପିତ୍ତଳ କୁଣ୍ତକୁ ଏହି ଷଣ୍ଢଗୁଡ଼ିକ ଉପରେ ରଖା ୟାଇଥିଲା। ସବୁ ଷଣ୍ଢଗୁଡ଼ିକ ବାହାର ଆଡ଼କୁ ମୁହଁ କରି ଛିଡ଼ା ହାଇେଥିଲେ।

ଯିରିମିୟ 52:20

ଦୁଇଟି ଖମ୍ବ, ସଦୃଶ ଡବା ଏବଂ କଂସାର ବା ରୋଟି ବୃଷଭ, ଏହାକୁ ରାଜା ଶ ଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ନିର୍ମାଣ କରିଥିଲେ। ଏହିସବୁ ଜିନିଷ ରେ ବ୍ଯବହୃତ ହାଇେଥିବା କଂସାର ଓଜନ ବହୁତ ଅଧିକ ଥିଲା।

ଯିହିଜିକଲ 1:10

ପ୍ରତି ପ୍ରାଣୀର ଚାରି ମୁଖ ମଧ୍ଯରୁ ସମ୍ମୁଖ ଭାଗ ରେ ମନୁଷ୍ଯର ମୁଖ, ଦକ୍ଷିଣ ପାଶର୍‌ବ ରେ ସିଂହର ମୁଖ, ବାମ ପାଶର୍‌ବ ରେ ଗୋରୁର ମୁଖ ଓ ପଛ ଭାଗ ରେ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।

ମାଥିଉଲିଖିତ ସୁସମାଚାର 28:19

ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମାରେ ଶିଷ୍ଯ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମ ରେ ତୁମ୍ଭମାନେେ ସମାନଙ୍କେୁ ବାପ୍ତିସ୍ମ ଦିଅ।

ମାର୍କଲିଖିତ ସୁସମାଚାର 16:15

ଯୀଶୁ ସମାନଙ୍କେୁ କହିଲେ, ପୃଥିବୀର ଚାରିଆଡକୁ ଯାଅ। ପ୍ରେତ୍ୟକକ ଲୋକକୁ ସୁସମାଚାର ଶୁଣାଅ।

ଲୂକଲିଖିତ ସୁସମାଚାର 24:47

ତୁମ୍ଭମାନେେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭମାନେେ ତା'ର ସାକ୍ଷୀ। ତୁମ୍ଭମାନେେ ଲୋକମାନଙ୍କ ପାଖକୁ ଯାଇ କୁହ । ଯେ ସମାନଙ୍କେର ପାପ ଗୁଡିକୁ କ୍ଷମା କରାଯାଇ ପାରିବ। ସମାନଙ୍କେୁ କୁହ ଯେ, ସମାନେେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:9

ମାଶାଙ୍କେ ବ୍ଯବସ୍ଥା ରେ ଲଖାେ ଅଛି : ଖଳା ରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ। ପରମେଶ୍ବର ଏହା କ'ଣ କବଳେ ବଳଦଙ୍କ ବିଷୟ ରେ କହିଲେ ? ନା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:6

ସହେି ସିଂହାସନ ସମ୍ମୁଖ ରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦଖାଯାେଉଥିଲା, ଯାହା ସ୍ଫଟିକପରି ସ୍ବଚ୍ଛ ଥିଲା। ସହେି ସିଂହାସନର ଚାରିପଟେ ଚା ରୋଟି ଜୀବିତ ପ୍ରାଣୀ ଥିଲେ।

Interlinear

Choose Theme