Home Bibles ପ୍ରଥମ ରାଜାବଳୀ 7:14 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 7:14 · ଓଡ଼ିଆ ବାଇବେଲ

ହୀରମ ଇଶ୍ରାଲୟଲର ନପ୍ତାଲି ବଂଶୀଯ ଏକ ବିଧବା ସ୍ତ୍ରୀର ପୁତ୍ର, ତା'ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ ଜଲଣ ନିପୁଣ ପିତ୍ତଳ କାରୀଗର ଥିଲଲ। ରାଜା ଶଲଲାମନସସହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ୟ୍ଯସର ନିୟୁକ୍ତି କଲଲ।

Cross references

ଯାତ୍ରା ପୁସ୍ତକ 31:2

ଆମ୍ଭେ ଯିହୁଦା ପରିବାରବର୍ଗର ଜଣେ ବ୍ଯକ୍ତିକୁ ବାଛି ଅଛୁ ୟିଏକି ଆମ୍ଭ ପାଇଁ ଏକ ବିଶଷେ କାର୍ୟ୍ଯ କରିବ। ସେ ହେଉଛି ହୂରର ପୌତ୍ର, ଉରିର ପୁତ୍ର ବତ୍ସଲଲେ।

ଯାତ୍ରା ପୁସ୍ତକ 35:30

ଏହାପରେ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଦେଖ, ସଦାପ୍ରଭୁ ବତ୍ସଲଲକେୁ ମନୋନୀତ କଲେ। ୟିଏ ୟିହୂଦା ପରିବାରବର୍ଗର ଅନ୍ତଭୁର୍କ୍ତ ଅଟେ। ବତ୍ସଲଲେ ଊରିର ପୁତ୍ର ଏବଂ ଊରି ଦୂରର ପୁତ୍ର ଅଟେ।

ଯାତ୍ରା ପୁସ୍ତକ 36:8

ଏହାପରେ ସହେି ନିପୂଣ କାରିଗରଗଣ ବଳାଶୁଭ୍ର କ୍ଷୋମସୂତ୍ର ଓ ନୀଳ ଧୂମ୍ର ଓ ସୁନ୍ଦର ବର୍ଣ୍ଣ ସୂତ୍ର ଦ୍ବାରା ପବିତ୍ର ତମ୍ବୁର ଦଶ ୟବନିକା ପ୍ରସ୍ତୁତ କଲେ। ଏବଂ ତାହା ମଧିଅରେ ଶିଳ୍ପ କର୍ମ ରେ କିରୂବ ଦୂତଗଣର ଆକୃତି କଲେ।

ଦିତୀୟ ବଂଶାବଳୀ 2:6

ବାସ୍ତବ ରେ କୌଣସି ବ୍ଯକ୍ତି ଆମ୍ଭର ପରମେଶ୍ବରଙ୍କୁ ଭିତ ରେ ରଖିବା ପାଇଁ ଏକ ଗୃହ ନିର୍ମାଣ କରିପାରିବ ନାହିଁ। ଏପରିକି ସ୍ବର୍ଗ ବା ସର୍ବୋଚ୍ଚ ସ୍ବର୍ଗ ମଧ୍ଯ ତାଙ୍କୁ ଧାରଣ କରିପାରିବ ନାହିଁ। ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିପାରିବି ନାହିଁ। କବଳେ ତାଙ୍କଠା ରେ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ଏକ ସ୍ଥାନ ନିର୍ମାଣ କରିପା ରେ।

ଦିତୀୟ ବଂଶାବଳୀ 2:14

ତାଙ୍କର ମାଆ ଦାନ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ୟ୍ଯ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ଯ କାର୍ୟ୍ଯ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରିପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ୟ୍ଯ କରିବେ।

ଦିତୀୟ ବଂଶାବଳୀ 4:11

ହୂରମ ପାତ୍ର, ବଲଚୋ ଓ ବସେିନ୍ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ବରଙ୍କୁ ମନ୍ଦିର ରେ ରାଜା ଶ ଲୋମନଙ୍କ ନିମନ୍ତେ ନିଜର କାର୍ୟ୍ଯ ଶଷେ କଲେ।

ଦିତୀୟ ବଂଶାବଳୀ 4:16

ପରମେଶ୍ବରଙ୍କର ମନ୍ଦିର ପାଇଁ ରାଜା ଶଲୋମନଙ୍କ ନିମନ୍ତେ ସମସ୍ତ ବସ୍ତୁ ଏବଂ ପାତ୍ରସବୁ କରଚୁଲି ଓ କଣ୍ଟା ଚାମୁଚ ହୂରମ ତିଆରି କରିଥିଲେ। ଏହି ସମସ୍ତ ଜିନିଷଗୁଡ଼ିକ ସ୍ବଚ୍ଛ ପିତ୍ତଳ ରେ ନିର୍ମିତ ହାଇେଥିଲା।

ଯିଶାଇୟ 28:26

ଆମର ପ୍ରଭୁ ପରମେଶ୍ବର ତୁମ୍ଭମାନଙ୍କୁ ଶିକ୍ଷା ଦବୋକୁ ଏପରି କରୁଛନ୍ତି। ସେ ଆମ୍ଭମାନଙ୍କୁ ଏହି ଦୃଷ୍ଟାନ୍ତ ଦଖାଇେ ଯଥାର୍ଥ ଭାବରେ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି।

Interlinear

Choose Theme