Home Bibles ☰ Books ପ୍ରଥମ ରାଜାବଳୀ 22:9 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 22:9 · ଓଡ଼ିଆ ବାଇବେଲ

ତେଣୁ ରାଜା ଆହାବ୍ ଜଣେ ଅଧିକାରୀକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ, ଇମ୍ଲର ପୁତ୍ର ମୀଖାଯଙ୍କୁ ଶିଘ୍ର ଆଣ।

Cross references

ପ୍ରଥମ ରାଜାବଳୀ 22:26

ଆହାବ୍, ମୀଖାଯକୁ ବନ୍ଦୀ କରିବାକୁ ଜଣେ ଅଧ୍ଯକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମାନରେ ନଗରାଧ୍ଯକ୍ଷ ଓ ୟୁବରାଜ ଯୋୟାଶର ନକଟକୁ ନଇେ ୟିବାକୁ କହିଲେ।

ଦିତୀୟ ରାଜାବଳୀ 9:32

ଯହେୂ ଝରକା ଆଡେ ମୁଖ ଉଠାଇ କହିଲେ, କିଏ ମାେ ପକ୍ଷ ରେ ଅଛି?

ଦିତୀୟ ବଂଶାବଳୀ 18:8

ତା'ପରେ ଇଶ୍ରାୟେଲର ରାଜା ତାଙ୍କର ଜଣେ କର୍ମଚାରୀଙ୍କୁ ଡାକିଲେ ଓ ତାକୁ କହିଲେ, ଶୀଘ୍ର ୟାଅ, ୟିମ୍ନଙ୍କର ପୁତ୍ର ମୀଖାଯଙ୍କୁ ଏଠାକୁ ନଇେଆସ।

ଯିଶାଇୟ 39:7

ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନଇେଯିବେ ଓ ସମାନଙ୍କେୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକା ରେ ନପୁଂସକ କରି ରଖିବେ।'

ଦାନିଏଲ 1:18

ରାଜା ତିନିବର୍ଷ ରେ ସମାନେେ ତାଲିମପ୍ରାପ୍ତ ହବେେ ବୋଲି ଇଚ୍ଛା କରିଥିଲେ। ତାହା ଶଷେ ହେଲାପ ରେ ନଫୁସକାଧିପତି ସମାନଙ୍କେୁ ନବୂଖଦ୍ନିତ୍ସର ସମ୍ମଖକୁ ଆଣିଲା।

Interlinear

Interlinear data is unavailable for this verse.

Choose Theme