Home Bibles ପ୍ରଥମ ରାଜାବଳୀ 21:5 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 21:5 · ଓଡ଼ିଆ ବାଇବେଲ

ଆହାବ୍ଙ୍କ ପତ୍ନୀ ଈଷବଲେ ତାଙ୍କ ନିକଟକୁ ୟାଇ ତାଙ୍କୁ କହିଲେ, ତୁମ୍ଭେ କାହିଁକି ଏତେ ଦୁଃଖିତ ଓ କାହିଁକି ଭୋଜନ କରୁନାହିଁ?

Cross references

ଆଦି ପୁସ୍ତକ 3:6

ସହେି ସ୍ତ୍ରୀ ଲୋକଟି ଦେଖିଲା ଯେ, ସହେି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସହେି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ବାମୀକୁ ଖାଇବାକୁ ଦଲୋ ଏବଂ ସେ ମଧ୍ଯ ତାହାକୁ ଖାଇଲା।

ଦିତୀୟ ଶାମୁୟେଲ 13:4

ସେ ଅମ୍ମାନେକକ୍ସ୍ଟ ପଗ୍ଭରିଲା, ତୁମ୍ଭେ କାହିଁକି ଦିନକକ୍ସ୍ଟ ଦିନ ଏପରି କ୍ଷୀଣ ହାଇେ ଯାଉଛ। ତୁମ୍ଭେ ମାେତେ କ'ଣ ତାହା କହିବ ନାହିଁ?

ପ୍ରଥମ ରାଜାବଳୀ 16:31

ନବାଟଙ୍କ ପୁତ୍ର ୟାରବିଯାମଙ୍କ ପରି ପାପ କରିବା ତାଙ୍କ ପାଇଁ ୟଥେଷ୍ଟ ନଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ଯା ଈଷବଲକେୁ ବିବାହ କଲେ ଓ ସୀଦୋନର ବାଲ ଦବେତାଙ୍କୁ ପୂଜା କରିବାକୁ ଓ ସବୋ କରିବାକୁ ଆରମ୍ଭ କଲେ।

ପ୍ରଥମ ରାଜାବଳୀ 18:4

ପୁଣି ଯେଉଁ ସମୟରେ ଈଷବଲେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିଯ ଏକଶତ ଭବିଷ୍ଯତ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଗୋଟିଏ ଗହ୍ବର ମଧିଅରେ ଲୁଗ୍ଭଇ ରଖି ସମାନଙ୍କେୁ ଅନ୍ନ ଜଳ ଦଇେ ପ୍ରତିପାଳନ କରିଥିଲେ।

ପ୍ରଥମ ରାଜାବଳୀ 19:2

ତେଣୁ ଈଷବଲେ ଏଲିଯଙ୍କ ନିକଟକୁ ଦୁତ ପଠାଇଲେ, ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ଯା କରିବି, ଠିକ୍ ତୁମ୍ଭେ ସହେି ଭବିଷ୍ଯଦ୍ବକ୍ତାଙ୍କୁ ହତ୍ଯା କଲାପରି। ଯଦି ମୁଁ ତୁମ୍ଭକୁ ହତ୍ଯା ନ କରେ, ତବେେ ଦବେତାଗଣ ମାେତେ ଅଧିକ ଦଣ୍ତ ଦଇପୋରନ୍ତି।

ପ୍ରଥମ ରାଜାବଳୀ 21:25

ଆହାବ୍ ନିଜର ପତ୍ନୀ ଈଷବଲେ ଦ୍ବାରା ପ୍ରବର୍ତ୍ତିତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଯେତେ ମନ୍ଦକର୍ମ କଲେ, ସପରେି ଆଉ କହେି କରି ନଥିଲେ।

ନିହିମିୟା 2:2

ଏଥି ରେ ରାଜା ମାେତେ ପଚାରିଲେ, ତୁମ୍ଭେ କ'ଣ ପୀଡିତ? ତୁମ୍ଭେ କାହିଁକି ଦୁଃଖିତ ଜଣା ପଡୁଛ? ମୁଁ ଭାବୁଛି ତୁମ୍ଭର ହୃଦଯ ଦୁଃଖପୂର୍ଣ୍ଣ ଅଛି।

ଏଷ୍ଟର ବିବରଣ 4:5

ଏଥିପାଇଁ ରାଜାଙ୍କ ଦ୍ବାରା ଏଷ୍ଟରର ସବୋ ରେ ନିୟୁକ୍ତ ହଥକ୍ ନାମେ ରାଜ ନଫୁସକକୁ ଏଷ୍ଟର ଡାକି କ'ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖଯ ନିକଟକୁ ୟିବା ପାଇଁ ତାକୁ ଆଜ୍ଞା ଦଲୋ।

Interlinear

Choose Theme