ପ୍ରଥମ ରାଜାବଳୀ 16:28 · ଓଡ଼ିଆ ବାଇବେଲ
ଅମ୍ରିଙ୍କର ମୃତ୍ଯୁପରେ ସେ ଶମରିଯା ରେ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କର ପୁତ୍ର ଆହାବ ରାଜା ହେଲେ।
Cross references
ପ୍ରଥମ ରାଜାବଳୀ 16:6
ବାଶା ମୃତ୍ଯୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସା ରେ କବର ପାଇଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଏଲା ରାଜା ହେଲେ।
ପ୍ରଥମ ରାଜାବଳୀ 16:24
ମାତ୍ର ସେ ଶମରଙ୍କେୁ ଦୁଇ ତଳାନ୍ତ ରୂପା ଦଇେ ଶମରୋଶ୍ ପର୍ବତ କ୍ରଯ କଲେ। ସେ ଶମରୋତ ପର୍ବତ ଉପରେ ଏକ ନଗର ନିର୍ମାଣ କଲେ। ସହେି ପର୍ବତର ମାଲିକର ନାମ ଶମରେର ନାମାନୁସା ରେ ନଗରର ନାମ ଶମରିଯା ରଖିଲେ।
ଦିତୀୟ ରାଜାବଳୀ 10:1
ଆହାବଙ୍କର ସତୁରି ପୁତ୍ର ଶମରିଯା ରେ ଥିଲେ। ଯହେୂ ଶମରିଯା ରେ ୟିଷ୍ରିଯଲରେ ଅଧ୍ଯକ୍ଷ ଅର୍ଥାତ ପ୍ରାଚୀନବର୍ଗମାନଙ୍କୁ ଓ ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ। ଯଥା:
ଦିତୀୟ ବଂଶାବଳୀ 22:2
ଅହସିଯ ରାଜ୍ଯ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବଯସ୍କ ହାଇେଥିଲେ। ଅହସିଯ ୟିରୁଶାଲମ ରେ ଗୋଟିଏ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିଯା। ଅଥଲିଯାଙ୍କ ପିତାଙ୍କର ନାମ ଥିଲା ଅମ୍ରି।