ମୁଁ ଦାଉଦଙ୍କ ବଂଶଠାରୁ ରାଜ୍ଯ ଛଡାଇ ନଇେ ତୁମ୍ଭକୁ ଦଲେି। ମାତ୍ର ତୁମ୍ଭେ ମାରେ ଦାସ ଦାଉଦଙ୍କ ପରି ମାେତେ ଅନୁସରଣ କଲନାହିଁ। ସେ ମାରେ ସମସ୍ତ ଆଦେଶ ମନପ୍ରାଣ ଦଇେ ପାଳନ କଲା। ସେ କବଳେ ମାେ ଦୃଷ୍ଟି ରେ ଯାହା ଭଲ ତାହା କଲା।
Cross references
ଶଲୋମନ ନିଜ ପିତା ଦାଉଦଙ୍କ ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କ ପ୍ରତି ପ୍ ରମେ ପ୍ରକାଶ କଲେ। କବଳେ ସେ ପଶୁବଳି ଉତ୍ସର୍ଗ କଲେ ଓ ଉଚ୍ଚ ସ୍ଥାନ ରେ ଧୂପ ଜଳାଇଲେ।
ତୁମ୍ଭ ପିତା ଦାଉଦଙ୍କ ପରି ତୁମ୍ଭେ ଯଦି ଆମ୍ଭର ବ୍ଯବସ୍ଥା ଓ ଆଜ୍ଞା ପାଳନ କରିବ ଓ ଆମ୍ଭକୁ ଅନୁସରଣ କରିବ, ତବେେ ଆମ୍ଭେ ତୁମ୍ଭକୁ ଦୀର୍ଘଜିବୀ କରିବା।
ତା'ପରେ ଅହିଯ ଆପଣା ଦହରେ ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା।
ଆମ୍ଭେ ଶଲୋମନର ରାଜ୍ଯ କାଢି ନବୋର କାରଣ ହେଉଛି, ସେ ଆମ୍ଭର ପଶ୍ଚାତ୍ଗାମୀ ହେଲାନାହିଁ। ସେ ମାେତେ ପରିତ୍ଯାଗ କରି ସୀଦୋନୀଯମାନଙ୍କ ଅଷ୍ଟାରୋତ୍ ଦବେତା, ମାଯାେବର କମାେଶ୍ ଦବେତାକୁ ଓ ଅେମ୍ମାନୀୟମାନଙ୍କର ମିଲ୍କମ୍ ଦବେତାକୁ ପ୍ରଣାମ କରିଅଛି। ମାେ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମାରେ ନିର୍ଦ୍ଦେଶ ଓ ନିଯମ ଆଜ୍ଞା ମାନିଲା ନାହିଁ।
ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ୟ୍ଯ କରୁଥିଲେ। କବଳେ ହିତ୍ତୀଯ ଉରିଯର କଥା ଛଡା ଆଉ କୌଣସି ବିଷଯ ରେ ସେ ନିଜ ଜୀବନକାଳ ରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହାଇେ ନଥିଲେ।
ସଦାପ୍ରଭୁ ଯିହାଶାଫେଟ୍ଙ୍କ ସହିତ ଥିଲେ, କାରଣ ଯିହାଶାଫେଟ୍ ଆରମ୍ଭରୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ତୁଲ୍ଯ ଉତ୍ତମ କର୍ମମାନ କରିଥିଲେ। ଯିହାଶାଫେଟ୍ ବାଲ୍ ପ୍ରତିମାମାନଙ୍କର ଉପାସନା କଲେ ନାହିଁ।
ଆହସ୍ ରାଜା ହବୋ ସମୟରେ କୋଡ଼ିଏ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ। ଆହସ୍ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ ଜୀବନୟାପନକ କରୁ ନ ଥିଲେ। ଆହସ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।
ଶାଉଳଙ୍କୁ ବାହାର କରି ଦଲୋପରେ ପରମେଶ୍ବର ଦାଉଦଙ୍କୁ ସମାନଙ୍କେ ରାଜା ଭାବରେ ମନୋନୀତ କଲେ। ପରମେଶ୍ବର ଦାଉଦଙ୍କ ବିଷୟ ରେ ସାକ୍ଷ୍ଯ ଦଇେ କହିଲେ, 'ମୁଁ ମାରେ ମତ ଅନୁସାରେ ୟିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମାେ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।'
ଦାଉଦ ତାହାଙ୍କ ୟୁଗ ରେ ପରମେଶ୍ବରଙ୍କର ଇଚ୍ଛା ଅନୁସାରେ ସବୋକାର୍ୟ୍ଯ କରି ସାରିଲାପରେ ଦହେତ୍ଯାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।