ପ୍ରଥମ ରାଜାବଳୀ 11:42 · ଓଡ଼ିଆ ବାଇବେଲ
ଶଲୋମନ ଗ୍ଭଳିଷ ବର୍ଷ ପର୍ୟ୍ଯନ୍ତ ୟିରୁଶାଲମ ରେ ସମୁଦାଯ ଇଶ୍ରାୟେଲ ଉପରେ ରାଜତ୍ବ କଲେ।
Cross references
ପ୍ରଥମ ରାଜାବଳୀ 2:11
ଦାଉଦ ଇଶ୍ରାୟେଲ ରେ ଗ୍ଭଳିଶ ବର୍ଷ ରାଜତ୍ବ କରିଥିଲେ। ସେ ହିବ୍ରୋଣ ରେ ସାତବର୍ଷ ଓ ୟିରୁଶାଲମ ରେ ତତେିଶ ବର୍ଷ ରାଜତ୍ବ କରିଥିଲେ।
ଉପଦେଶକ 1:1
ଏହି ବାକ୍ଯଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ୟିରୁଶାଲମର ରାଜା ଦାଉଦଙ୍କର ପୁତ୍ର,