Home Bibles ☰ Books ପ୍ରଥମ ରାଜାବଳୀ 1:49 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 1:49 · ଓଡ଼ିଆ ବାଇବେଲ

ଏଥି ରେ ଅଦୋନିଯର ନିମନ୍ତ୍ରିତ ଲୋକମାନେ ଭୟଭୀତ ହେଲେ ଓ ପ୍ରେତ୍ୟକକ ଶିଘ୍ର ଗ୍ଭଲିଗଲେ।

Cross references

ହିତୋପଦେଶ 24:21

ହେ ମାରେ ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର। ସହେି ଲୋକମାନଙ୍କ ସହିତ ଜଡିତ ହୁଅ ନାହିଁ। ଯେଉଁମାନେ ସମାନଙ୍କେର ବିପକ୍ଷ ରେ ଅଛନ୍ତି।

ହିତୋପଦେଶ 24:22

କାରଣ ସମାନଙ୍କେର ହଠାତ୍ ବିପଦ ଘଟିବ। ତୁମ୍ଭେ ଜାଣ ନାହିଁ ସଦାପ୍ରଭୁ ଏବଂ ରାଜା ସମାନଙ୍କେର ଶତ୍ରୁମାନଙ୍କ ପାଇଁ କି ବିପଦ ଆଣନ୍ତି।

ହିତୋପଦେଶ 28:1

ଦୁଷ୍ଟ ଲୋମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।

ଯିଶାଇୟ 21:4

ମାରେ ହୃଦଯ ଧକାଉଛି। ମହା ଭୟ ରେ ମୁଁ ଥରହର ହାଇେଅଛି। ମାରେ ଆନନ୍ଦ ରୂପକ ସାଯଂକାଳ ମହାରାତ୍ରିର ଭୟର କାରଣ ହାଇେଛି।

ଦାନିଏଲ 5:4

ସମାନେେ ଦ୍ରାକ୍ଷାରସ ପାନ କରୁଥିଲା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦବଗେଣର ପ୍ରଶଂସା କଲେ।

Interlinear

Choose Theme