Home Bibles ପ୍ରଥମ ରାଜାବଳୀ 1:45 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 1:45 · ଓଡ଼ିଆ ବାଇବେଲ

ତା'ପରେ ସାଦୋକ ଯାଜକ ଓ ନାଥନ ଭବିଷ୍ଯଦ୍ବକ୍ତା ଶଲୋମନଙ୍କୁ ଗୀହାନେ ଝରଣା ନିକଟରେ ଅଭିଷକେ କରାଇଲେ। ତା'ପରେ ସମାନେେ ନଗର ରେ ପ୍ରବେଶ କଲେ ଓ ଲୋକମାନେ ତାଙ୍କ ପଶ୍ଚାଧାବନ କଲେ। ବର୍ତ୍ତମାନ ସମସ୍ତ ନଗରବାସୀ ମହାଆନନ୍ଦିତ ଓ ସହେି ଆନନ୍ଦଧ୍ବନି ତୁମ୍ଭେ ଶୁଣୁଥିଲ।

Cross references

ପ୍ରଥମ ଶାମୁୟେଲ 4:5

ପକ୍ସ୍ଟଣି ସଦାପ୍ରଭୁଙ୍କ ନିଯମ-ସିନ୍ଦକ୍ସ୍ଟକ ଛାଉଣୀକି ଆସନ୍ତେ ସମଗ୍ର ଇଶ୍ରାୟେଲ ଏପରି ମହା ଜଯଧ୍ବନି କଲେ, ଯେ ପୃଥିବୀ କଐିଲା।

ପ୍ରଥମ ଶାମୁୟେଲ 28:14

ଶାଉଲ ତାଙ୍କୁ ପଚାରିଲେ, ସେ କିପରି ଦେଖିବାକକ୍ସ୍ଟ.! ସେ ସ୍ତ୍ରୀ ଲୋକ ଜଣକ ଉତ୍ତର ଦଲୋ, ସେ ଜଣେ ବୃଦ୍ଧଙ୍କ ପରି ଦଖାେ ଯାଉଛି ଓ ସେ ରାଜକୀଯ ପୋଷାକ ପିନ୍ଧିଛନ୍ତି।

ପ୍ରଥମ ରାଜାବଳୀ 1:40

ତତ୍ପରେ ସମସ୍ତ ଲୋକ ଶଲୋମନଙ୍କ ପେଛ ପେଛ ନଗରକୁ ଗଲେ। ସମାନେେ ବହୁତ ଖୁସି ଥିଲେ ଓ ବଂଶୀ ବାଦନ କରି ଏପରି ମହାହର୍ଷନାଦ କଲେ ଯେ ପୃଥିବୀ ପ୍ରକମ୍ପିତ ହେଲା।

ପ୍ରଥମ ରାଜାବଳୀ 14:6

ଅହିଯ ତା'ର ପାଦଶଦ୍ଦ ଦ୍ବାରଦେଶ ରେ ଶୁଣି କହିଲେ, ହେ ୟାରବିଯାମର ପତ୍ନୀ, ଭିତରକୁ ଆସ। ତୁମ୍ଭେ ଅନ୍ୟ ରୂପରେ ନିଜକୁ କିହିଁକି ଦଖାେଉଛ? ମୁଁ ଏକ ଦୁଃସମ୍ବାଦ ଦବୋପାଇଁ ତୁମ୍ଭ ନିକଟକୁ ପ୍ ରରେିତ ହାଇେଅଛି।

ଏଜ୍ରା 3:13

ତହିଁରେ ଲୋକମାନେ ଆନନ୍ଦଧ୍ବନିର ଓ ଜନତାର କ୍ରନ୍ଦନ ଶଦ୍ଦର ବାରଣ କରିପାରିଲେ ନାହିଁ। ତେଣୁ ଲୋକମାନେ ଉଚ୍ଚ ସ୍ବର ରେ ମହାଧ୍ବନି କଲେ। ଆଉ ତହିଁର ଶଦ୍ଦ ବହୁ ଦୂରକୁ ଶୁଣାଗଲା।

ଦାନିଏଲ 5:26

ମିନେ ର ଅର୍ଥ ହେଉଛି, ପରମେଶ୍ବର ଆପଣଙ୍କ ରାଜ୍ଯର ଗଣନା କରି ଅଛନ୍ତି ଓ ତାହା ଶଷେ କରି ଅଛନ୍ତି।

Interlinear

Choose Theme