ପ୍ରଥମ ରାଜାବଳୀ 1:27 · ଓଡ଼ିଆ ବାଇବେଲ
ମାରେ ମହାରାଜ, ଆପଣ ଆମ୍ଭମାନଙ୍କୁ ନ ଜଣାଇ ଏହି କାର୍ୟ୍ଯ କରିଛନ୍ତି କି? ଦୟାକରି କୁହନ୍ତୁ କିଏ ଆପଣଙ୍କ ଅନ୍ତେ ସିଂହାସନ ରେ ବସିବ?
Cross references
ପ୍ରଥମ ରାଜାବଳୀ 1:24
ନାଥନ କହିଲେ, ହେ ମାରେ ମହାରାଜ, ଆପଣ କ'ଣ ଘାଷେଣା କରିଛନ୍ତି କି ଆପଣଙ୍କ ପରେ ଅଦୋନିଯ ରାଜ୍ଯ କରିବେ ଓ ଆପଣଙ୍କ ସିଂହାସନକୁ ଅଧିକାର କରିବେ?
ଦିତୀୟ ରାଜାବଳୀ 4:27
ଅନନ୍ତର ସେ ପରମେଶ୍ବରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡିଲା। ଏଥି ରେ ଗି ହଜେୀ ତାକୁ ଟାଣିବାରୁ ପରମେଶ୍ବରଙ୍କ ଲୋକ କହିଲେ, ତାହାକୁ ଛାଡିଦିଅ। କାରଣ ତା'ର ପ୍ରାଣ ଶାେକାକୁଳ। ମାତ୍ର ସଦାପ୍ରଭୁ ମାେତେ ଜାଣାଇଲେ ନାହିଁ କ'ଣ ବାଳକ ପ୍ରତି ଘଟିଅଛି। ସେ ଏହା ମାଠାରୁେ ଗୋପନ ରଖିଲେ।
ପ୍ରଥମ ବଂଶାବଳୀ 23:1
ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇଶ୍ରାୟେଲର ନୂତନ ରାଜା କଲେ।
ଯୋହନଲିଖିତ ସୁସମାଚାର 15:15
ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସବେକ ବୋଲି କହୁନାହିଁ। ଜଣେ ସବେକ,ତାର ମୁନିବ କ'ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହା ସବୁ ଶୁଣିଛି ତାହା କହିଛି।