Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:11 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:11 · ଓଡ଼ିଆ ବାଇବେଲ

ତିଆରି ହାଇେଥିବା ମୂଳଦୁଆ ବ୍ଯତୀତ ଅନ୍ୟ ମୂଳଦୁଆ କହେି ପକାଇ ପାରିବ ନାହିଁ।

Cross references

ଯିଶାଇୟ 28:16

ସେଥିପାଇଁ ମାରେ ପ୍ରଭୁ ସଦାପ୍ରଭୁ କୁହନ୍ତି, ଦେଖ, ମୁଁ ସିୟୋନ ରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ଯବାନ କଣ ପ୍ରସ୍ତର। ଏହା ଉପ ରେ ସବୁକିଛି ଏହି ଗୁରୁତ୍ବପୂର୍ଣ୍ଣ ପର୍ବତ ଉପ ରେ ନିର୍ମିତ ହବେ। ଯେ କହେି ଏହି ପ୍ରସ୍ତର ଉପ ରେ ବିଶ୍ବାସ ରେଖ ସେ ହତାଶ ହବେ ନାହିଁ।

ମାଥିଉଲିଖିତ ସୁସମାଚାର 16:18

ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:2

ମୁଁ ତୁମ୍ଭ ପ୍ରତି ଇର୍ଷା କରିଲି, ଏହା ପରମେଶ୍ବରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ଯା ହବୋ ପାଇଁ ତାହାଙ୍କଠା ରେ ସମର୍ପିତ କରିବି।

ଗାଲାତୀୟଙ୍କ ପ୍ରତି ପତ୍ର 1:7

ପ୍ରକୃତ ରେ ଆଉ ଅନ୍ୟ କୌଣସି ସୁସମାଚାର ନାହିଁ। କିନ୍ତୁ କେତକେ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରାଇ ଖ୍ରୀଷ୍ଟଙ୍କ ସୁସମାଚାରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 2:20

ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହାଇେ ଠିଆ ହାଇେଛ। ପରମେଶ୍ବର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସହେି ଭବନର କଣର ପ୍ରଧାନ ପଥର ଅଟନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:19

ସହେି ବାକ୍ଯଗୁଡ଼ିକ ସହେି ମୂଳଦୁଆ ଉପରେ ଲଖାେ ହାଇେଛି : ଯେଉଁମାନେ ପ୍ରଭୁଙ୍କର ଲୋକ, ସମାନଙ୍କେୁ ପ୍ରଭୁ ଜାଣନ୍ତି। ନିମ୍ନ ଲିଖିତ ଶଦ୍ଦଗୁଡିକ ମଧ୍ଯ ମୂଳ ଦୁଆ ଉପରେ ଲଖାଯାେଇଛି: ଯେଉଁ ଲୋକ ଦାବୀ କରେ ଯେ ସେ ପ୍ରଭୁଙ୍କୁ ବିଶ୍ବାସ କରେ, ସେ ମନ୍ଦ କାମ ନ କରୁ।

ପିତରଙ୍କ ପ୍ରଥମ ପତ୍ 2:6

ଶାସ୍ତ୍ର କୁ ହେ :

Interlinear

Choose Theme