Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:6 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:6 · ଓଡ଼ିଆ ବାଇବେଲ

ତା'ପରେ ସେ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ ଦଖାଦେଇେଥିଲେ। ତାହାଙ୍କ ମଧ୍ଯରୁ ଅଧିକାଂଶ ଲୋକ ଆଜି ମଧ୍ଯ ଜୀବିତ। କିନ୍ତୁ କେତକେ ମରି ଯାଇଛନ୍ତି।

Cross references

ମାଥିଉଲିଖିତ ସୁସମାଚାର 28:10

ଯୀଶୁ ସମାନଙ୍କେୁ କହିଲେ, ଭୟ କର ନାହିଁ। ତୁମ୍ଭମାନେେ ଯାଇ ମାେ ଭାଇମାନଙ୍କୁ କୁହ ଯେ, ସମାନେେ ଗାଲିଲୀ ଯାଆନ୍ତୁ। ସମାନେେ ମାେତେ ସହେିଠା ରେ ଦେଖିବେ।

ମାଥିଉଲିଖିତ ସୁସମାଚାର 28:16

ଏଗାର ଜଣ ଶିଷ୍ଯ ଗାଲିଲୀକୁ ଗଲେ। ଯୀଶୁ ସମାନଙ୍କେୁ ଯେଉଁ ପାହାଡ଼ ଉପରକୁ ୟିବାକୁ କହିଥିଲେ, ସମାନେେ ସଠାେକୁ ଗଲେ।

ମାର୍କଲିଖିତ ସୁସମାଚାର 16:7

ଏବେ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଏବଂ ପିତରଙ୍କୁ କୁହ ଯେ ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁ ଭଳି କହିଥିଲେ, ତୁମ୍ଭମାନେେ ତାହାଙ୍କୁ ସହେିଭଳି ସଠାେରେ ଦେଖିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:60

ତା'ପରେ ସେ ଆଣ୍ଠୁମାଡ଼ି ପଡ଼ି ଜାରେ ରେ କହିଲେ, ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କରନାହିଁ। ଏହା କହି ସେ ମୃତ୍ଯୁବରଣ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:36

ଦାଉଦ ତାହାଙ୍କ ୟୁଗ ରେ ପରମେଶ୍ବରଙ୍କର ଇଚ୍ଛା ଅନୁସାରେ ସବୋକାର୍ୟ୍ଯ କରି ସାରିଲାପରେ ଦହେତ୍ଯାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:18

ପୁଣି ଖ୍ରୀଷ୍ଟଙ୍କଠା ରେ ଥାଉ ଯେଉଁମାନେ ମରିଛନ୍ତି, ସମାନେେ ମଧ୍ଯ ବିନଷ୍ଟ ହାଇେ ଯାଇ ଅଛନ୍ତି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:13

ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟ ରେ ତୁମ୍ଭମାନେେ ଅଜ୍ଞାତ ରୁହ ବୋଲି ଆମ୍ଭେ ଚାହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭମାନେେ ଦୁଃଖି ହୁଅ ବୋଲି ଆମ୍ଭେ ଚାହୁଁ ନାହୁଁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:15

ଆମ୍ଭେ ଏବେ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନିଜ ଶିକ୍ଷା କହୁଛୁ। ପ୍ରଭୁ ପୁନର୍ବାର ଆସିବା ବେଳେ ଆମ୍ଭମାନଙ୍କ ଭିତରୁ ଯେଉଁମାନେ ବର୍ତ୍ତମାନ ଜୀବିତ, ସମାନେେ ସେ ପର୍ୟ୍ଯନ୍ତ ଜୀବିତ ରହିଥିବେ। ଆମ୍ଭେ ଯେଉଁମାନେ ଜୀବିତ ଥିବୁ, ପ୍ରଭୁଙ୍କ ସହିତ ରହିବୁ ଏହା ସତ୍ଯ ; କିନ୍ତୁ ଯେଉଁମାନେ ମରି ଯାଇଛନ୍ତି, ସମାନେେ ଆମ୍ଭମାନଙ୍କ ପୂର୍ବରୁ ତାହାଙ୍କ ଉପସ୍ଥିତି ମଧ୍ଯକୁ ଯିବେ।

ପିତରଙ୍କ ଦିତୀୟ ପତ୍ର 3:4

ସମାନେେ କହିବେ, ଯୀଶୁ ପୁନର୍ବାର ଆସିବା ପାଇଁ କହିଥିଲେ। ସେ କାହାନ୍ତି ? ଆମ୍ଭର ପିତାମାନେ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି ହେଲା ବଳେୁ ସହେିପରି ଭାବରେ ଚାଲିଛି।

Interlinear

Choose Theme