Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:29 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:29 · ଓଡ଼ିଆ ବାଇବେଲ

ଯଦି ଲୋକମାନେ ମୃତ୍ଯୁରୁ ଆଦୌ ଉଥିତ ହବେେ ନାହିଁ, ତା' ହେଲେ ଯେଉଁମାନେ ମୃତମାନଙ୍କ ପାଇଁ ବାପ୍ତିଜିତ ହାଇେଛନ୍ତି, ସମାନେେ କ'ଣ କରିବେ ? ଯଦି ମୃତମାନେ ଆଦୌ ଉତ୍ଥିତ ହବେେ ନାହିଁ, ତା' ହେଲେ କାହିଁକି ସମାନଙ୍କେ ପାଇଁ ଲୋକମାନଙ୍କୁ ବାପ୍ତିଜିତ କରାଯାଇଥାଏ ?

Cross references

ମାଥିଉଲିଖିତ ସୁସମାଚାର 20:22

ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ'ଣ ତୁମ୍ଭେ ଭୋଗ କରି ପାରିବ?

ରୋମୀୟଙ୍କ ପ୍ରତି ପତ୍ର 6:3

ତୁମ୍ଭମାନେେ କଣ ମନେ ରଖିଛ କି ଯେତବେେଳେ ଆମ୍ଭେ ସମସ୍ତେ ବାପ୍ତିଜିତ ହେଲୁ, ସେତବେେଳେ ଯୀଶୁଖ୍ରୀଷ୍ଟଙ୍କର ଅଂଶ ହାଇଗେଲୁ। ଆମ୍ଭର ବାପ୍ତିଜିତ ହବୋ ରେ ଆମ୍ଭେ ତାହାଙ୍କର ମୃତ୍ଯୁର ମଧ୍ଯ ଭାଗୀଦାର ହେଲୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:16

ଯଦି ମୃତମାନେ ଉଥିତ ହୁଅନ୍ତି ନାହିଁ, ତା' ହେଲେ ଯୀଶୁଖ୍ରୀଷ୍ଟ ମଧ୍ଯ ଉଥିତ ହାଇେ ନାହାଁନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:32

ଯଦି ମୁଁ ଏଫିସଠା ରେ ମାରେ ଗର୍ବ ରକ୍ଷାର୍ଥେ ବନ୍ଯପଶୁମାନଙ୍କ ସହ ୟୁଦ୍ଧ କରିଛି, ତା' ହେଲେ ମୁଁ କ'ଣ ବା ପାଇଲି ? ଯଦି ମୃତ ଲୋକ ମୃତ୍ଯୁରୁ ଉତ୍ଥିତ ହବେ ନାହିଁ, ତା' ହେଲେ ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହବେ।

Interlinear

Choose Theme