Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:16 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:16 · ଓଡ଼ିଆ ବାଇବେଲ

ଯଦି ମୃତମାନେ ଉଥିତ ହୁଅନ୍ତି ନାହିଁ, ତା' ହେଲେ ଯୀଶୁଖ୍ରୀଷ୍ଟ ମଧ୍ଯ ଉଥିତ ହାଇେ ନାହାଁନ୍ତି।

Cross references

ରୋମୀୟଙ୍କ ପ୍ରତି ପତ୍ର 8:11

ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁରୁ ପର୍ନଜୀବିତ କରିଛନ୍ତି।ଓ ଯଦି ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତ ରେ ଅଛି, ତା' ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ଯ ସେ ତାହାଙ୍କର ଆତ୍ମାଙ୍କ ଦ୍ବରା ଜୀବନ ପ୍ରଦାନ କରିବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:4

ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନ ରେ ସେ ମୃତ୍ଯୁରୁ ଉଠିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:29

ଯଦି ଲୋକମାନେ ମୃତ୍ଯୁରୁ ଆଦୌ ଉଥିତ ହବେେ ନାହିଁ, ତା' ହେଲେ ଯେଉଁମାନେ ମୃତମାନଙ୍କ ପାଇଁ ବାପ୍ତିଜିତ ହାଇେଛନ୍ତି, ସମାନେେ କ'ଣ କରିବେ ? ଯଦି ମୃତମାନେ ଆଦୌ ଉତ୍ଥିତ ହବେେ ନାହିଁ, ତା' ହେଲେ କାହିଁକି ସମାନଙ୍କେ ପାଇଁ ଲୋକମାନଙ୍କୁ ବାପ୍ତିଜିତ କରାଯାଇଥାଏ ?

Interlinear

Choose Theme