Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:21 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:21 · ଓଡ଼ିଆ ବାଇବେଲ

ଜଣେ ମନୁଷ୍ଯ ହତେୁ ଲୋକମାନଙ୍କ ପାଖକୁ ମୃତ୍ଯୁ ଆସିଲା। କିନ୍ତୁ ଜଣେ ମନୁଷ୍ଯ ଦ୍ବାରା ମଧ୍ଯ ମୃତ୍ଯୁର ପୁନରୁତ୍ଥାନ ହେଲା।

Cross references

ଯୋହନଲିଖିତ ସୁସମାଚାର 11:25

ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।

ରୋମୀୟଙ୍କ ପ୍ରତି ପତ୍ର 5:12

ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ବାରା ମୃତ୍ଯୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 6:23

ପାପର ସ୍ବାଭାବିକ ପରିଣତି ମୃତ୍ଯୁ। କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତା ରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:22

ଆଦମ ଯୋଗୁ ସମସ୍ତ ଲୋକ ମୃତ୍ଯୁ ଭୋଗ କରନ୍ତି, ସହେି ଭଳି ଖ୍ରୀଷ୍ଟଙ୍କ ୟୋଗୁ ସମସ୍ତ ଲୋକଙ୍କୁ ପୁନର୍ଜୀବିତ ହବେେ।

Interlinear

Choose Theme