କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:14 · ଓଡ଼ିଆ ବାଇବେଲ
ପ୍ରକୃତି କ'ଣ ତୁମ୍ଭକୁ ଶିକ୍ଷା ଦଇେ ନାହିଁ ଯେ, କୌଣସି ପୁରୁଷ ବଡ଼ ବଡ଼ ବାଳ ରଖିବ ଲଜ୍ଜାଜନକ କଥା ?
Cross references
ଦିତୀୟ ଶାମୁୟେଲ 14:26
ତା' ମକ୍ସ୍ଟଣ୍ତ ରେ ବାଳ ଭାରୀ ହବୋରକ୍ସ୍ଟ ସେ ତାକକ୍ସ୍ଟ କାଟିଲା। ପ୍ରତିବର୍ଷ ତା' ମକ୍ସ୍ଟଣ୍ତରକ୍ସ୍ଟ 200 ଶକେଲ ବାଳ ବାହା ରେ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:35
ଯଦି ସ୍ତ୍ରୀ ମାନଙ୍କର କିଛି ଜାଣିବାକୁ ଇଚ୍ଛା ଥାଏ, ତା' ହେଲେ ସମାନେେ ନିଜ ସ୍ବାମୀଙ୍କୁ ଘ ରେ ପଚାରି ବୁଝି ପାରିବେ। ମଣ୍ଡଳୀ ସଭା ରେ ସ୍ତ୍ରୀ ଲୋକମାନଙ୍କ ପେଛ କିଛି କହିବା ଲଜ୍ଜାଜନକ ଅଟେ।