Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:13 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:13 · ଓଡ଼ିଆ ବାଇବେଲ

ଜଣେ ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପରମେଶ୍ବରଙ୍କୁ ପ୍ରାର୍ଥନା କରିବା କ'ଣ ଉଚିତ୍ କି ? ଏହା ତୁମ୍ଭମାନେେ ନିଜେ ନିର୍ଣ୍ଣୟ କର।

Cross references

ଲୂକଲିଖିତ ସୁସମାଚାର 12:57

ଯାହା ଠିକ୍, ତାହା ତୁମ୍ଭମାନେେ ନିଜେ ନିଷ୍ପତ୍ତି କରି ପାରୁନାହଁ କାହିଁକି?

ଯୋହନଲିଖିତ ସୁସମାଚାର 7:24

କୌଣସି ବିଷୟର ବାହ୍ଯରୂପ ଦେଖି ବିଚାର କର ନାହିଁ। ପ୍ରକୃତ ରେ ଯାହା ଠିକ୍, ତଦନୁଯାଯୀ ବିଚାର କର।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:15

ତୁମ୍ଭମାନେେ ବୁଦ୍ଧିମାନ, ତେଣୁ ମୁଁ ଏହ କହୁଛି। ମୁଁ ଯାହା କହୁଛି, ତୁମ୍ଭମାନେେ ନିଜେ ପରୀକ୍ଷା କରି ଦେଖ।

Interlinear

Choose Theme