ପ୍ରଥମ ବଂଶାବଳୀ 9:21 · ଓଡ଼ିଆ ବାଇବେଲ
ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ରେ ଜିଖରିଯ ମଶଲେିମିଯଙ୍କ ପୁତ୍ର ଦ୍ବାରପାଳ ଥିଲେ।
Cross references
ପ୍ରଥମ ବଂଶାବଳୀ 26:2
ମଶଲେିମିଯଙ୍କର ପୁତ୍ରଗଣ, ଜିଖରିଯ ଜେଷ୍ଠପୁତ୍ର ଥିଲେ। ୟିହୀଯଲେ ଦ୍ବିତୀୟ ପୁତ୍ର ଥିଲେ। ସବଦିଯ ତୃତୀୟ ପୁତ୍ର ଥିଲେ। ୟତନୀଯଲେ ଚତୁର୍ଥ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 26:14
ଶଲେିମିଯଙ୍କୁ ପୂର୍ବ ପାଶର୍ବର ଦ୍ବାର ଜଗିବା ନିମନ୍ତେ ମନୋନୀତ କରାୟାଇଥିଲା। ଏହାପରେ ଶଲେିମିଯଙ୍କ ପୁତ୍ର ଜିଖରିଯଙ୍କ ନିମନ୍ତେ ଗୁଳିବାଣ୍ଟ କରାଗଲା। ଜିଖରିଯ ଜଣେ ଜ୍ଞାନୀ ପରାମର୍ଶଦାତା ଥିଲେ। ଜିଖରିଯଙ୍କୁ ଉତ୍ତରପାଶର୍ବ ଦ୍ବାର ନିମନ୍ତେ ମନୋନୀତ କରାଗଲା।