ପ୍ରଥମ ବଂଶାବଳୀ 26:2 · ଓଡ଼ିଆ ବାଇବେଲ
ମଶଲେିମିଯଙ୍କର ପୁତ୍ରଗଣ, ଜିଖରିଯ ଜେଷ୍ଠପୁତ୍ର ଥିଲେ। ୟିହୀଯଲେ ଦ୍ବିତୀୟ ପୁତ୍ର ଥିଲେ। ସବଦିଯ ତୃତୀୟ ପୁତ୍ର ଥିଲେ। ୟତନୀଯଲେ ଚତୁର୍ଥ ପୁତ୍ର ଥିଲେ।
Cross references
ପ୍ରଥମ ବଂଶାବଳୀ 9:21
ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ରେ ଜିଖରିଯ ମଶଲେିମିଯଙ୍କ ପୁତ୍ର ଦ୍ବାରପାଳ ଥିଲେ।