ପ୍ରଥମ ବଂଶାବଳୀ 7:15 · ଓଡ଼ିଆ ବାଇବେଲ
ମାଖୀର ହୁପ୍ପୀମ ଓ ଶୁପ୍ପୀମ ପାଇଁ ଜଣେ ଜଣେ ସ୍ତ୍ରୀକୁ ନେଲେ। ମାଖୀରଙ୍କ ଭଉଣୀର ନାମ ଥିଲା ମାଖା। ତା'ର ଦ୍ବିତୀୟ ପୁତ୍ରର ନାମ ସଲଫାଦ ଥିଲା। ସଲଫାଦର କବଳେ କନ୍ଯାମାନେ ଥିଲେ।
Cross references
ଗଣନା ପୁସ୍ତକ 26:33
ସହେି ହଫରେର ପୁତ୍ର ସଲଫାଦର ପୁତ୍ର ନ ଥିଲା, କବଳେ ପାଞ୍ଚଟି କନ୍ଯା ଥିଲା। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତିର୍ସା
ଗଣନା ପୁସ୍ତକ 27:1
ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।
ଗଣନା ପୁସ୍ତକ 36:1
ତା'ପରେ ଗିଲିଯଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିଯଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ୟୋଶଫଙ୍କେର ପୁତ୍ର ଥିଲେ, ମାଶାଙ୍କେ ଓ ଇଶ୍ରାୟେଲ ଲୋକମାନଙ୍କର ଅଧିପତିମାନେ ସମାନଙ୍କେ ସମ୍ମୁଖ ରେ ପ୍ରାସ୍ତାବ କଲେ।