ପ୍ରଥମ ବଂଶାବଳୀ 6:69 · ଓଡ଼ିଆ ବାଇବେଲ
ଅଯାଲୋନ୍ ଓ ଗାତ୍-ରିମ୍ମାେନ୍ ମଧ୍ଯ ସମାନଙ୍କେୁ ଦିଆୟାଇଥିଲା। ସମାନେେ ସହେି ନଗରୀଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ଯ ପାଇଲେ।
Cross references
ଯିହୋଶୂୟ 10:12
ସହେିଦିନ ସଦାପ୍ରଭୁ ଇ ମାରେୀଯମାନଙ୍କୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ହସ୍ତାନ୍ତର କଲେ। ଯିହାଶୂେୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ଉପସ୍ଥିତି ରେ ଆଜ୍ଞା ଦେଲେ।
ଯିହୋଶୂୟ 21:24
ଆଯାଲୋନ ଓ ତା'ର ତଳଭୂମି, ଗାଥରିେମ୍ମାନ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରି ନଗର ଦେଲେ।