Home Bibles ପ୍ରଥମ ବଂଶାବଳୀ 6:68 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:68 · ଓଡ଼ିଆ ବାଇବେଲ

ୟକମିଯାମ୍, ବୈଥ୍ହୋରଣ ସମାନଙ୍କେର କ୍ଷତେସବୁ।

Cross references

ଯିହୋଶୂୟ 10:11

ଯେତବେେଳେ ସମାନେେ ଇଶ୍ରାୟେଲୀୟମାନଙ୍କଠାରକ୍ସ୍ଟ ବୈଥୋରୋଣ ରାସ୍ତା ରେ ଗଡାଣି ଆଡକକ୍ସ୍ଟ ଦୌଡି ଆ ସକୋ ପର୍ୟ୍ଯନ୍ତ ପଳାଇଲେ, ସଦାପ୍ରଭୁ ସମାନଙ୍କେ ଉପରେ କକ୍ସ୍ଟଆପଥର ବୃଷ୍ଟି କଲେ। ତେଣୁ ସମାନଙ୍କେ ମଧ୍ଯରକ୍ସ୍ଟ ବହକ୍ସ୍ଟତ ମୃତକ୍ସ୍ଟ୍ଯବରଣ କଲେ। ୟକ୍ସ୍ଟଦ୍ଧ ରେ ଅସ୍ତ୍ର ରେ ମୃତକ୍ସ୍ଟ୍ଯବରଣ କରିଥିବା ଲୋକମାନଙ୍କ ସଂଖ୍ଯା ଅପେକ୍ଷା କକ୍ସ୍ଟଆପଥର ବୃଷ୍ଟି ରେ ମୃତକ୍ସ୍ଟ୍ଯବରଣ କରିଥିବା ଲୋକମାନଙ୍କର ସଂଖ୍ଯା ଅଧିକ ଅଟେ।

ଯିହୋଶୂୟ 16:5

ଏହି ଭୂମି ଇଫ୍ରଯିମ ଲୋକଙ୍କକ୍ସ୍ଟ ଅଧିକାର ପାଇଁ ଦିଆ ୟାଇଥିଲା। ଏହାର ପୂର୍ବ ସୀମା ଉଚ୍ଚସୀମା ବୈଥୋରୋଣ ପର୍ୟ୍ଯନ୍ତ ଅଟାରୋତ୍-ଅଦ୍ଦର ସମାନଙ୍କେର ଅଧିକାର ସୀମା ହେଲା।

ଯିହୋଶୂୟ 21:22

କିବସଯିମ୍ ଓ ତା'ର ତଳଭୂମି ବୈଥହାରଣେ ଓ ତା'ର ତଳଭୂମି ଏହିପରି ସମାନଙ୍କେ ଗ୍ଭରିଟି ନଗର ଦେଲେ।

ପ୍ରଥମ ଶାମୁୟେଲ 13:18

ଦ୍ବିତୀୟ ଦଳ ଦକ୍ଷିଣ-ପୂର୍ବ ଦିଗ ରେ ବୈଥୋରିଣ ରାସ୍ତା ରେ ଗଲେ। ତୃତୀୟ ଦଳ ପୂର୍ବଦିଗର ରାସ୍ତାର ସୀମା ସିବୋଯିମ ଉପତ୍ୟକାର ଅଞ୍ଚଳର ପଥଦଇେ ଗମନ କଲେ। ସହେି ରାସ୍ତାଟି ସିବୋଯିମ ଉପତ୍ୟକା ଦଇେ ମରକ୍ସ୍ଟଭୂମି ଆଡେ ମକ୍ସ୍ଟହଁ କରିଅଛି।

ପ୍ରଥମ ରାଜାବଳୀ 4:12

ତାନକ୍ ଓ ମାଗିଦ୍ଦୋ ଓ ବୈଥ୍-ଶାନଠାରୁ ଆବେଲ୍ମହୋଲା ଓ ୟଗୂମିଯାମ ପାରି ପର୍ୟ୍ଯନ୍ତ ସର୍ତ୍ତନ ନିକଟବର୍ତ୍ତୀ ୟିଷ୍ରିଯଲେ ତଳେ ଥିବା ସମସ୍ତ ବୈଥ୍-ଶାନ ରେ ଅହୀଲୂଦର ପୁତ୍ର ବାନା ରାଜ୍ଯପାଳ ଥିଲେ।

Interlinear

Choose Theme