ପ୍ରଥମ ବଂଶାବଳୀ 6:63 · ଓଡ଼ିଆ ବାଇବେଲ
ମରାରି ବଂଶର ପରିବାରବର୍ଗକୁ ବାର ଗୋଟି ନଗର ପ୍ରାପ୍ତ ହେଲା। ସମାନେେ ରୂବନ୍େ, ଗାଦ୍, ସବୁଲୂନର ଗୋଷ୍ଠୀଠାରୁ ସହେି ସମସ୍ତ ନଗର ପ୍ରାପ୍ତ ହେଲେ। ସମାନେେ ଗୁଳାବାଣ୍ଟ ଦ୍ବାରା ସହେି ନଗରସବୁ ପ୍ରାପ୍ତ କଲେ।
Cross references
ଆଦି ପୁସ୍ତକ 46:11
ଲବେୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।
ଗଣନା ପୁସ୍ତକ 3:20
ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି।
ଦିତୀୟ ବିବରଣ 4:43
ଯଥା ରୂବନେୀଯମାନଙ୍କ ନିମନ୍ତେ ପଦାଭୂମିସ୍ଥ ପ୍ରାନ୍ତର ରେ ବେତ୍ସର, ଗାଦୀଯମାନଙ୍କ ନିମନ୍ତେ ରାମାେତ୍ ଆଉ ମନଃଶୀଯମାନଙ୍କ ନିମନ୍ତେ ବାଶନ ରେ ଗୋଲନ୍
ଯିହୋଶୂୟ 21:7
ମରାରି ସନ୍ତାନଗଣ ନିଜ ନିଜ ବଂଶାନକ୍ସ୍ଟସା ରେ ରକ୍ସ୍ଟବନେ ବଂଶ, ଗାଦ ବଂଶ ସବୂଲୂନ ବଂଶରକ୍ସ୍ଟ ଏହିପରି ବାରଟି ନଗର ପାଇଲେ।
ଯିହୋଶୂୟ 21:34
ଏହାପରେ ସମାନେେ ମରାରି ସନ୍ତାନଗଣର ପରିବାରବର୍ଗନକ୍ସ୍ଟସା ରେ ଅବଶିଷ୍ଟ ଲବେୀୟ ଗୋଷ୍ଠୀଙ୍କକ୍ସ୍ଟ
ପ୍ରଥମ ବଂଶାବଳୀ 6:77
ଲବେୀୟ ଲୋକମାନଙ୍କ ମଧିଅରେ ଆଉ କବଳେ ମରାରି ପରିବାରଗୁଡ଼ିକ ଅବଶିଷ୍ଟ ରହିଲେ। ସମାନେେ ସବୂଲୂନ୍ ଗୋଷ୍ଠୀଠାରୁ ରିମ୍ମାନେ ଓ ତାବୋର୍ ସହରଗୁଡ଼ିକ ଚାରଣଭୂମି ସହିତ ପ୍ରାପ୍ତ ହେଲେ।