Home Bibles ଯିହୋଶୂୟ 21:34 · ଓଡ଼ିଆ ବାଇବେଲ
ଯିହୋଶୂୟ 21:34 · ଓଡ଼ିଆ ବାଇବେଲ

ଏହାପରେ ସମାନେେ ମରାରି ସନ୍ତାନଗଣର ପରିବାରବର୍ଗନକ୍ସ୍ଟସା ରେ ଅବଶିଷ୍ଟ ଲବେୀୟ ଗୋଷ୍ଠୀଙ୍କକ୍ସ୍ଟ

Cross references

ଯିହୋଶୂୟ 12:22

କେଦଶର ରାଜା 1, କର୍ମିଲସ୍ଥ ଯଗ୍ନିଯାମର ରାଜା 1

ଯିହୋଶୂୟ 19:11

ଏହିପରି ଭାବରେ ସମାନଙ୍କେର ସୀମା ପଶ୍ଚିମ ରେ ମରିଯଲା ଦିଗ ରେ ଉଠି ଦବେଶତ୍ ପର୍ୟ୍ଯନ୍ତ ୟାଇ ୟଗ୍ନିଯାମର ସମ୍ମକ୍ସ୍ଟଖସ୍ଥ ନଦୀ ପର୍ୟ୍ଯନ୍ତ ଥିଲା।

ଯିହୋଶୂୟ 19:15

କଟତ୍, ନହଲୋଲ୍, ଶିମ୍ରୋଣ, ୟିଦାଲା ଓ ବୈଥ୍ଲହେମ୍ ଗ୍ରାମ ସମତେ ଏହିପରି ଭାବରେ ତାଙ୍କର ବାରଟି ନଗର ଥିଲା।

ଯିହୋଶୂୟ 21:7

ମରାରି ସନ୍ତାନଗଣ ନିଜ ନିଜ ବଂଶାନକ୍ସ୍ଟସା ରେ ରକ୍ସ୍ଟବନେ ବଂଶ, ଗାଦ ବଂଶ ସବୂଲୂନ ବଂଶରକ୍ସ୍ଟ ଏହିପରି ବାରଟି ନଗର ପାଇଲେ।

ପ୍ରଥମ ବଂଶାବଳୀ 6:48

ହମେନ୍ ଓ ଆସଫ୍ଙ୍କ ଭ୍ରାତାମାନେ ଲବେୀଙ୍କ ଗୋଷ୍ଠୀର ଥିଲେ। ଲବେୀଙ୍କ ଗୋଷ୍ଠୀମାନଙ୍କୁ ଲବେୀୟ ମଧ୍ଯ କୁହାଯାଉଥିଲା। ପବିତ୍ର ତମ୍ବୁ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଲବେୀୟମାନେ ମନୋନୀତ ହାଇେଥିଲେ। ପରମେଶ୍ବରଙ୍କ ଗୃହ ରେ ପବିତ୍ର ତମ୍ବୁ ରହିଥିଲା,

ପ୍ରଥମ ବଂଶାବଳୀ 6:77

ଲବେୀୟ ଲୋକମାନଙ୍କ ମଧିଅରେ ଆଉ କବଳେ ମରାରି ପରିବାରଗୁଡ଼ିକ ଅବଶିଷ୍ଟ ରହିଲେ। ସମାନେେ ସବୂଲୂନ୍ ଗୋଷ୍ଠୀଠାରୁ ରିମ୍ମାନେ ଓ ତାବୋର୍ ସହରଗୁଡ଼ିକ ଚାରଣଭୂମି ସହିତ ପ୍ରାପ୍ତ ହେଲେ।

Interlinear

Choose Theme