ପ୍ରଥମ ବଂଶାବଳୀ 5:19 · ଓଡ଼ିଆ ବାଇବେଲ
ସମାନେେ ହାଗରୀଯ ଲୋକ ଓ ୟିଟୁର, ନାଫୀଶ୍ ଏବଂ ନୋଦବର ଲୋକମାନଙ୍କ ବିରୁଦ୍ଧ ରେ ଏକ ୟୁଦ୍ଧ ଆରମ୍ଭ କଲେ।
Cross references
ଆଦି ପୁସ୍ତକ 25:15
ହଦଦ୍, ତମାେ, ୟିଟୁର ଓ ନାଫୀଶ୍ ଓ କଦମାେ।
ପ୍ରଥମ ବଂଶାବଳୀ 1:31
ଏସମସ୍ତେ ଇଶ୍ମାଯଲଙ୍କେର ପୁତ୍ରମାନେ ଥିଲେ।
ପ୍ରଥମ ବଂଶାବଳୀ 5:10
ଶାଉଲ ରାଜା ଥିବା ସମୟରେ ବଲୋଙ୍କ ବଂଶଧରମାନେ ହାଗରୀଯ ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସମାନେେ ହାଗରୀଯ ଲୋକମାନଙ୍କୁ ପରାସ୍ତ କଲେ। ସମାନେେ ତମ୍ବୁ ଗୃହ ରେ ବାସ କରୁଥିଲେ ଓ ଗିଲିଯଦର ପୂର୍ବ ପାଶର୍ବସ୍ଥ ସ୍ଥାନ ଗୁଡ଼ିକରେ ଭ୍ରମଣ କରୁଥିଲେ।
ପ୍ରଥମ ବଂଶାବଳୀ 27:31
ହାଗରୀଯ ୟାସୀଷ୍ ମଷେମାନଙ୍କର ଦାଯିତ୍ବ ରେ ଥିଲେ।