ଶାଉଲ ରାଜା ଥିବା ସମୟରେ ବଲୋଙ୍କ ବଂଶଧରମାନେ ହାଗରୀଯ ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସମାନେେ ହାଗରୀଯ ଲୋକମାନଙ୍କୁ ପରାସ୍ତ କଲେ। ସମାନେେ ତମ୍ବୁ ଗୃହ ରେ ବାସ କରୁଥିଲେ ଓ ଗିଲିଯଦର ପୂର୍ବ ପାଶର୍ବସ୍ଥ ସ୍ଥାନ ଗୁଡ଼ିକରେ ଭ୍ରମଣ କରୁଥିଲେ।
Cross references
ହାଗାର ପୁଅ ଖଳେୁଥିବାର ସାରା ଦେଖିଲା। ଯାହା ହାଗାର ମିଶରୀଯ ଏହି ପୁତ୍ର ଅବ୍ରହାମଙ୍କ ଦ୍ବାରା ହାଇେଥିଲା।
ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ।
ରୂବନଙ୍କେର ବଂଶଧରମାନଙ୍କରୁ, ଗାଦଙ୍କର ବଂଶଧରମାନଙ୍କରୁ ଏବଂ ମନଃଶିଙ୍କର ଅର୍ଦ୍ଧକେ ପରିବାରବର୍ଗର ବଂଶଧରମାନଙ୍କରୁ 44,760 ଜଣ ସାହସୀ ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସମାନେେ ୟୁଦ୍ଧବିଦ୍ଯା ରେ ପ୍ରବୀଣ ଥିଲେ। ସମାନେେ ଢ଼ାଲ ଓ ଖଡ୍ଗ ଧାରଣ କରିଥିଲେ ଏବଂ ସମାନେେ ଧନୁ ଓ ତୀର ଚାଳନା ରେ ନିପୁଣ ଥିଲେ।
ସମାନେେ ହାଗରୀଯ ଲୋକ ଓ ୟିଟୁର, ନାଫୀଶ୍ ଏବଂ ନୋଦବର ଲୋକମାନଙ୍କ ବିରୁଦ୍ଧ ରେ ଏକ ୟୁଦ୍ଧ ଆରମ୍ଭ କଲେ।
ହାଗରୀଯ ୟାସୀଷ୍ ମଷେମାନଙ୍କର ଦାଯିତ୍ବ ରେ ଥିଲେ।
ଇଦୋମର ବଂଶଧର ଇଶ୍ରାୟେଲୀୟମାନେ, ମାୟୋବ ଓ ହାଗରୀଯମାନେ, ଗବାଲ୍, ଅମ୍ମାନେ,
ଅମାଲେକ୍ ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ ତୁମ୍ଭ ବିରୁଦ୍ଧରେ ନିଯମ ସ୍ଥାପନ କରିଅଛନ୍ତି।