Home Bibles ପ୍ରଥମ ବଂଶାବଳୀ 4:18 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 4:18 · ଓଡ଼ିଆ ବାଇବେଲ

ଯରେଦ୍ ଗଦୋରଙ୍କ ପିତା ଥିଲେ। ହବେର୍ ସଖାଙ୍କେ ର ପିତା ଥିଲେ ଏବଂ ୟିକୁଥୀଯଲେ ଯିନୋହଙ୍କର ପିତା ଥିଲେ। ଏହିସବୁ ପୁତ୍ର ବିଥିଯାଙ୍କର ଥିଲେ। ବିଥିଯା ଫାରୋଙ୍କର କନ୍ଯା ଥିଲେ। ସେ ମରଦଙ୍କେର ମିଶରୀଯା ପତ୍ନୀ ଥିଲେ।

Cross references

ଯିହୋଶୂୟ 15:34

ସା ନୋହ, ଐନ୍ଗନ୍ନୀମ୍, ତପୂହ, ଐନମ୍,

ଯିହୋଶୂୟ 15:48

ୟିହକ୍ସ୍ଟଦାର ଲୋକମାନଙ୍କୁ ପର୍ବତମଯ ଦେଶ ରେ ଶାମୀର, ୟତ୍ତୀର ଓ ସୋଖୋ,

ଯିହୋଶୂୟ 15:56

ୟିଷ୍ରୀଯଲେ, ୟଗ୍ଦିଯାମ୍, ସାନୋହ,

ଯିହୋଶୂୟ 15:58

ୟିହକ୍ସ୍ଟଦାର ମଧ୍ଯ ଏ ସହରଗକ୍ସ୍ଟଡିକ ଦିଆ ୟାଇଥିଲା। ଯଥା ହଲହକ୍ସ୍ଟଲ, ବୈଥ୍ସକ୍ସ୍ଟର, ଗଦୋର,

ପ୍ରଥମ ବଂଶାବଳୀ 2:42

କାଲେବ୍ ୟିରହମଲଙ୍କେର ଭ୍ରାତା ଥିଲେ। କାଲବଙ୍କେର କେତାଟେି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମଶାେ। ମଶାେ ସୀଫ୍ଙ୍କର ପିତା ଥିଲେ। କାଲବଙ୍କେର ଆହୁରି ମଧ୍ଯ ପୁତ୍ର ଥିଲେ। ମା ରଶାେ ହିବ୍ରୋଣଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 4:4

ପନୁଯେଲ୍ ଗାଦୋରଙ୍କ ପିତା ଥିଲେ ଏବଂ ଏସର ହୁଶରଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 4:39

ସମାନେେ ଉପତ୍ୟକାର ପୂର୍ବ ପାଶର୍‌ବସ୍ଥ ଗଦୋର ସହରର ବର୍ହିଦେଶ ରେ ଥିବା ସ୍ଥାନକୁ ଗମନ କଲେ। ସମାନେେ ନିଜର ପଶୁ ଓ ମଷେ ପଲ ନିମନ୍ତେ ଚାରଣଭୂମି ଖାଜେିବାକୁ ସହେି ସ୍ଥାନକୁ ଗଲେ।

ପ୍ରଥମ ବଂଶାବଳୀ 12:7

ଗଦୋର ସହରର ୟିରୋହମଙ୍କ ପୁତ୍ର ଯାୟେଲା ଓ ସବଦିଯ ସାହସୀ ଥିଲେ।

Interlinear

Choose Theme