Home Bibles ପ୍ରଥମ ବଂଶାବଳୀ 12:7 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 12:7 · ଓଡ଼ିଆ ବାଇବେଲ

ଗଦୋର ସହରର ୟିରୋହମଙ୍କ ପୁତ୍ର ଯାୟେଲା ଓ ସବଦିଯ ସାହସୀ ଥିଲେ।

Cross references

ଯିହୋଶୂୟ 15:58

ୟିହକ୍ସ୍ଟଦାର ମଧ୍ଯ ଏ ସହରଗକ୍ସ୍ଟଡିକ ଦିଆ ୟାଇଥିଲା। ଯଥା ହଲହକ୍ସ୍ଟଲ, ବୈଥ୍ସକ୍ସ୍ଟର, ଗଦୋର,

ପ୍ରଥମ ବଂଶାବଳୀ 4:18

ଯରେଦ୍ ଗଦୋରଙ୍କ ପିତା ଥିଲେ। ହବେର୍ ସଖାଙ୍କେ ର ପିତା ଥିଲେ ଏବଂ ୟିକୁଥୀଯଲେ ଯିନୋହଙ୍କର ପିତା ଥିଲେ। ଏହିସବୁ ପୁତ୍ର ବିଥିଯାଙ୍କର ଥିଲେ। ବିଥିଯା ଫାରୋଙ୍କର କନ୍ଯା ଥିଲେ। ସେ ମରଦଙ୍କେର ମିଶରୀଯା ପତ୍ନୀ ଥିଲେ।

ପ୍ରଥମ ବଂଶାବଳୀ 4:39

ସମାନେେ ଉପତ୍ୟକାର ପୂର୍ବ ପାଶର୍‌ବସ୍ଥ ଗଦୋର ସହରର ବର୍ହିଦେଶ ରେ ଥିବା ସ୍ଥାନକୁ ଗମନ କଲେ। ସମାନେେ ନିଜର ପଶୁ ଓ ମଷେ ପଲ ନିମନ୍ତେ ଚାରଣଭୂମି ଖାଜେିବାକୁ ସହେି ସ୍ଥାନକୁ ଗଲେ।

Interlinear

Choose Theme