Home Bibles ପ୍ରଥମ ବଂଶାବଳୀ 29:8 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 29:8 · ଓଡ଼ିଆ ବାଇବେଲ

ଯେଉଁ ଲୋକମାନଙ୍କ ନିକଟରେ ବହୁମୂଲ୍ଯ ପ୍ରସ୍ତରମାନ ଥିଲା, ସମାନେେ ତାହା ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଦେଲେ। ୟିହୀଯଲେ ସହେି ବହୁମୂଲ୍ଯ ପ୍ରସ୍ତରଗୁଡ଼ିକର ଯତ୍ନ ନେଲେ। ୟିହୀଯଲେ ଗେର୍ଶୋନ୍ ପରିବାରରୁ ଆସିଥିଲେ।

Cross references

ଯାତ୍ରା ପୁସ୍ତକ 35:21

ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେ ହତେୁ ସମାନଙ୍କେର ହୃଦଯ ଉଦାର ହାଇଗେଲା। ଏହି ସମସ୍ତ ଉପହାର ଦ୍ରବ୍ଯ ତମ୍ବୁ ରେ ଥିବା ସମସ୍ତ ଦ୍ରବ୍ଯ, ସମାଗମ ତମ୍ବୁ ଭିତ ରେ ଥିବା ଅନ୍ଯାନ୍ଯ ସାମଗ୍ରୀ ଓ ବିଶଷେ ବସ୍ତ୍ର ତିଆରି କରିବା ରେ ବ୍ଯବହୃତ ହେଲା।

ପ୍ରଥମ ବଂଶାବଳୀ 23:8

ଲାଦନଙ୍କର ତିନିପୁତ୍ର ଥିଲେ। ତାଙ୍କର ଜେଷ୍ଠପୁତ୍ର ଥିଲେ ୟିହୀଯଲେ। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ, ୟିହୀଯଲେ, ସେଥମ୍ ଓ ଯାୟେଲ।

ପ୍ରଥମ ବଂଶାବଳୀ 26:21

ଲାଦନ୍ ଗେର୍ଶୋନ୍ଙ୍କ ପରିବାରରୁ ଆସିଥିଲେ। ଯହେିଯଲେ ଲାଦନ୍ଙ୍କ ପରିବାରବର୍ଗର ନେତାମାନଙ୍କ ମଧ୍ଯରୁ ଜଣେ ଥିଲେ।

ଦିତୀୟ ବଂଶାବଳୀ 3:6

ସୌନ୍ଦର୍ୟ୍ଯତା ନିମନ୍ତେ ମନ୍ଦିର ରେ ଶଲୋମନ ଦାମୀ ପଥରସବୁ ଲଗାଇଲେ। ଶଲୋମନ ଯେଉଁ ସୁନା ବ୍ଯବହାର କରୁଥିଲେ, ସଗେୁଡ଼ିକ ପର୍ବଯିମ ଦେଶରୁ ଆସିଥିଲା।

Interlinear

Choose Theme