Home Bibles ପ୍ରଥମ ବଂଶାବଳୀ 26:21 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 26:21 · ଓଡ଼ିଆ ବାଇବେଲ

ଲାଦନ୍ ଗେର୍ଶୋନ୍ଙ୍କ ପରିବାରରୁ ଆସିଥିଲେ। ଯହେିଯଲେ ଲାଦନ୍ଙ୍କ ପରିବାରବର୍ଗର ନେତାମାନଙ୍କ ମଧ୍ଯରୁ ଜଣେ ଥିଲେ।

Cross references

ପ୍ରଥମ ବଂଶାବଳୀ 6:17

ଗେର୍ଶୋନଙ୍କ ପୁତ୍ରମାନେ ଥିଲେ ଲିବନି ଓ ଶମିଯି।

ପ୍ରଥମ ବଂଶାବଳୀ 23:7

ଗେର୍ଶୋନଙ୍କ ବଂଶର ଲାଦନ୍ ଓ ଶିମିଯି।

ପ୍ରଥମ ବଂଶାବଳୀ 23:8

ଲାଦନଙ୍କର ତିନିପୁତ୍ର ଥିଲେ। ତାଙ୍କର ଜେଷ୍ଠପୁତ୍ର ଥିଲେ ୟିହୀଯଲେ। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ, ୟିହୀଯଲେ, ସେଥମ୍ ଓ ଯାୟେଲ।

ପ୍ରଥମ ବଂଶାବଳୀ 29:8

ଯେଉଁ ଲୋକମାନଙ୍କ ନିକଟରେ ବହୁମୂଲ୍ଯ ପ୍ରସ୍ତରମାନ ଥିଲା, ସମାନେେ ତାହା ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଦେଲେ। ୟିହୀଯଲେ ସହେି ବହୁମୂଲ୍ଯ ପ୍ରସ୍ତରଗୁଡ଼ିକର ଯତ୍ନ ନେଲେ। ୟିହୀଯଲେ ଗେର୍ଶୋନ୍ ପରିବାରରୁ ଆସିଥିଲେ।

Interlinear

Choose Theme