ଶୁପପୀମ ଓ ହୋଷାଙ୍କୁ ପଶ୍ଚିମପାଶର୍ବ ଦ୍ବାର ଓ ଉଚ୍ଚତର ପଥରେ ଥିବା ଶଲେଖତ୍ ଦ୍ବାରକୁ ଜଗିବା ନିମନ୍ତେ ମନୋନୀତ କରାଗଲା। ପ୍ରେତ୍ୟକକ ପରିବାରରୁ ରକ୍ଷକମାନଙ୍କୁ ସମାନଙ୍କେର ସ୍ଥାନ ରେ ମୁତଯନ କରାଗଲା।
Cross references
ରାଣୀ ରାଜାଙ୍କର ଟବୁଲ ରେ ଭିନ୍ନ ଖାଦ୍ୟଦ୍ରବ୍ଯ, ରାଜାଙ୍କର ଅଧିକାରୀଗଣ, ସମାନଙ୍କେର ସବୋ, ସମାନଙ୍କେ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିର ରେ ରାଜା ଉତ୍ସର୍ଗ କରିଥିବା ନବୈେଦ୍ଯ ଦେଖି 'ସ୍ତମ୍ଭିଭୁତ ହାଇଗେଲେ।'
ସମାନେେ ଗୁଳାବାଣ୍ଟ ଦ୍ବାରା ପ୍ରେତ୍ୟକକ ବ୍ଯକ୍ତି ନିମନ୍ତେ ବିଭିନ୍ନ କାର୍ୟ୍ଯ ନିରୂପଣ କଲେ। ପ୍ରେତ୍ୟକକ ଲୋକ ପ୍ରତି ସମାନ ବ୍ଯବହାର କରାଗଲା। ୟୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ଯବହାରା କରାଗଲା। ଛାତ୍ର ପ୍ରତି ଯେ ପ୍ରକାର ବ୍ଯବହାର, ଶିକ୍ଷକ ପ୍ରତି ମଧ୍ଯ ସେ ପ୍ରକାର ବ୍ଯବହାର କରାଗଲା।
ଏହିମାନେ ମରାରି ବଂଶର ଦ୍ବାରପାଳ ଥିଲେ, ହୋଷାର। ସିମ୍ରି ପ୍ରଥମ ପୁତ୍ର ରୂପେ ମନୋନୀତ ହାଇେଥିଲେ। ଦ୍ବାରପାଳମାନେ ବିଶଷେ ପ୍ରକା ରେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ସିମ୍ରି ଜେଷ୍ଠପୁତ୍ର ନ ଥିଲେ, କିନ୍ତୁ ତାଙ୍କ ପିତା ତାଙ୍କୁ ପ୍ରଥମଜାତ ପୁତ୍ରରୂପେ ମନୋନୀତ କଲେ।
ସେ ଶଲୋମନଙ୍କ ମଜେ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନକେ ବିଶଷେ କର୍ମଚାରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଚାକରମାନଙ୍କର ବସ୍ତ୍ର ଓ କାର୍ୟ୍ଯ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ମଦ୍ଯ ପରିବଷେଣକାରୀମାନଙ୍କୁ ଓ ସମାନଙ୍କେର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗୀକୃତ ହାମବେଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତବେେଳେ ଏହିସବୁ ବିଷଯ ଦେଖିଲେ, ସେ ହତଚକିତ ହାଇଗେଲେ।
ଲବେୀୟମାନଙ୍କ ପ୍ରଧାନଗଣ, ହଶବିଯ, ଶେ ରବେିଯ ଓ କଦ୍ମୀଯଲରେ ପୁତ୍ର ଯେଶଯ ଓ ସମାନଙ୍କେ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ବରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହାଇେ ପ୍ରଶଂସା ଓ ଧନ୍ଯବାଦ ଉତ୍ସର୍ଗ କରିବାକୁ ନିୟୁକ୍ତ ହେଲେ।