Home Bibles ପ୍ରଥମ ବଂଶାବଳୀ 26:10 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 26:10 · ଓଡ଼ିଆ ବାଇବେଲ

ଏହିମାନେ ମରାରି ବଂଶର ଦ୍ବାରପାଳ ଥିଲେ, ହୋଷାର। ସିମ୍ରି ପ୍ରଥମ ପୁତ୍ର ରୂପେ ମନୋନୀତ ହାଇେଥିଲେ। ଦ୍ବାରପାଳମାନେ ବିଶଷେ ପ୍ରକା ରେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ସିମ୍ରି ଜେଷ୍ଠପୁତ୍ର ନ ଥିଲେ, କିନ୍ତୁ ତାଙ୍କ ପିତା ତାଙ୍କୁ ପ୍ରଥମଜାତ ପୁତ୍ରରୂପେ ମନୋନୀତ କଲେ।

Cross references

ପ୍ରଥମ ବଂଶାବଳୀ 5:1

ରୁବନ୍େ ଇଶ୍ରାୟେଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶଷେ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷଫଙ୍କେ ପୁତ୍ରଙ୍କୁ ଦିଆଗଲା।

ପ୍ରଥମ ବଂଶାବଳୀ 16:38

ଓବେଦ୍ ଇଦୋମ ଓ ଅନ୍ୟ ଅଠଷଠି ଜଣ ଭ୍ରାତାମାନଙ୍କୁ ସେ ମଧ୍ଯ ସହେି ସ୍ଥାନ ରେ ଛାଡ଼ିଗଲେ। ଯବେୂଥୂନ୍ଙ୍କ ପୁତ୍ର ଓବେଦ୍ ଇଦୋମ୍, ହୋଷ ରକ୍ଷୀ ଥିଲେ।

Interlinear

Choose Theme