Home Bibles ☰ Books ପ୍ରଥମ ବଂଶାବଳୀ 24:2 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 24:2 · ଓଡ଼ିଆ ବାଇବେଲ

କିନ୍ତୁ ନାଦବ୍, ଅବୀହୂ ସମାନଙ୍କେ ପିତାଙ୍କ ମୃତ୍ଯୁ ପୂର୍ବରୁ ମରଣ ଲଭିଥିଲେ। ଆଉ ନାଦବ୍ ଓ ଅବୀହୂଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ। ତେଣୁ ଇଲିଯାସର ଓ ଈଥାମର ଯାଜକରୂପେ ସବୋକାର୍ୟ୍ଯ କଲେ।

Cross references

ଯାତ୍ରା ପୁସ୍ତକ 24:1

ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇଶ୍ରାୟେଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭମାନେେ ଦୂରରୁ ମାେତେ ଉପାସନା କରିବ।

ଯାତ୍ରା ପୁସ୍ତକ 24:9

ମାଶାେ, ହାରୋଣ, ନାଦବ୍, ଅବୀହୂ ଏବଂ ଇଶ୍ରାୟେଲର ସତୁରି ଜଣ ପ୍ରଚୀନବର୍ଗ ପର୍ବତ ଆରୋହଣ କଲେ।

ଯାତ୍ରା ପୁସ୍ତକ 29:9

ହାରୋଣର ଓ ତା'ର ପୁତ୍ରମାନଙ୍କର କଟୀ ରେ କଟୀବନ୍ଧନ ବାନ୍ଧିଦିଅ ଓ ସମାନଙ୍କେ ମସ୍ତକରେ ପଗଡି ବାନ୍ଧ। ତହିଁରେ ସମାନେେ ବିଶଷେ ବ୍ଯବସ୍ଥା ଅନୁସାରେ ସର୍ବଦା ଯାଜକ ହବେେ।

ଲେବୀୟ ପୁସ୍ତକ 10:2

ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ସମାନଙ୍କେୁ ଗ୍ରାସ କଲା ଓ ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ମଲେ।

ଲେବୀୟ ପୁସ୍ତକ 10:12

ଏହାପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିଯାସର ଓ ଈଥାମରଙ୍କୁ କହିଲେ, ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ଯ ନବୈେଦ୍ଯ, ତାହା ତୁମ୍ଭମାନେେ ନଇେ ୟଜ୍ଞବଦେୀ ନିକଟରେ ବିନା ତାଡି ରେ ଭୋଜନ କର, ତାହା ମହାପବିତ୍ର।

ଗଣନା ପୁସ୍ତକ 3:2

ହାରୋଣଙ୍କର ଚାରିପୁତ୍ର ମଧିଅରେ ପ୍ରଥମଜାତ ନାଦବ, ତା'ପରେ ଆବୀହୂ, ଇଲିଯାସର ଓ ଇଥାମର।

ଗଣନା ପୁସ୍ତକ 3:4

ମାତ୍ର ନାଦବ ଓ ଆବୀହୂ ସୀନଯ ପ୍ରାନ୍ତର ରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ଯାଗ କଲେ। ସମାନଙ୍କେର ପୁତ୍ର ନଥିଲା; ଏଣୁ ଇଲିଯାସର ଓ ଇଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତି ରେ ଯାଜକକର୍ମ କଲେ।

ଗଣନା ପୁସ୍ତକ 16:39

ତେଣୁ ଇଲୀଯାସର ସହେି ଦଗ୍ଧ ଲୋକମାନଙ୍କର କଂସାର ଅଙ୍ଗାରଧାନୀ ଏକତ୍ରିତ କଲା। ସମାନେେ ୟଜ୍ଞବଦେୀର ଧାତୁ ଆଚ୍ଛାଦକ ରୂପେ ଏହାକୁ ପିଟି କଲେ।

ଗଣନା ପୁସ୍ତକ 18:7

କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ୟଜ୍ଞବଦେୀ ସମ୍ବନ୍ଧୀଯ ସକଳ ବିଷଯ ରେ ଓ ବିଚ୍ଛଦବେସ୍ତ୍ର ଭିତ ରେ ପବିତ୍ର ସ୍ଥାନ ରେ ଯାଜକତ୍ବ ପାଳନ କରିବ ଓ ସବୋ କରିବ, ଆମ୍ଭେ ଆମ୍ଭର ଦାନଜନିତ ସବୋରୂପେ ତୁମ୍ଭମାନଙ୍କୁ ଯାଜକତ୍ବ ପଦ ଦଲେୁ। ଯଦି କହେି ଅଜଣା ବ୍ଯକ୍ତି ମାରେ ପବିତ୍ରସ୍ଥାନ ନିକଟକୁ ଆ ସେ, ତାକୁ ହତ୍ଯା କରାୟିବ।

ଗଣନା ପୁସ୍ତକ 26:61

କିନ୍ତୁ ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖ ରେ ମୃତ୍ଯୁବରଣ କଲେ, ଯେତବେେଳେ ସମାନେେ ଅଗ୍ନି ଅର୍ପଣ କଲେ ଓ ତାହା ଗୃହିତ ହାଇେ ନାହିଁ।

Interlinear

Choose Theme