ଏହାପରେ ଦାଉଦ, ତାଙ୍କର ପୁତ୍ର ଶଲୋମନଙ୍କୁ ସାହାୟ୍ଯ କରିବା ପାଇଁ ଇଶ୍ରାୟେଲର ସମସ୍ତ ନେତାଙ୍କୁ ଆଦେଶ ଦେଲେ।
Cross references
ଦାଉଦ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସହେି ନେତାଗଣଙ୍କୁ ୟିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ଯଦଳର ସନୋଧ୍ଯକ୍ଷଗଣ, ଅଧ୍ଯକ୍ଷଗଣ, ସନୋପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ୟ୍ଯକାରୀଗଣ, ରାଜାଙ୍କର ବିଶଷେ କର୍ମଚାରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ଯଗଣଙ୍କୁ ଡ଼ାକି ପଠାଇଲେ।
ପରମେଶ୍ବରଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ କରିବା ନିମନ୍ତେ ଯାଜକ ଓ ଲବେୀୟମାନଙ୍କ ଦଳ ପ୍ରସ୍ତୁତ ହାଇେ ରହିଛନ୍ତି। ସମସ୍ତ କାର୍ୟ୍ଯ ରେ ତୁମ୍ଭକୁ ସାହାୟ୍ଯ କରିବା ନିମନ୍ତେ ସମସ୍ତ ଦକ୍ଷ କାରିଗରମାନେ ପ୍ରସ୍ତୁତ ହାଇେ ରହିଛନ୍ତି। ତୁମ୍ଭେ ଯେଉଁସବୁ ଆଦେଶ ଦବେ, ତାହା ସମସ୍ତ କାର୍ୟ୍ଯକାରୀ ଓ ଲୋକମାନେ ପାଳନ କରିବେ।
ପରିବାରର ନେତାଗଣ, ଇଶ୍ରାୟେଲର ବିଭିନ୍ନ ଗୋଷ୍ଠୀର ନେତାଗଣ, ସନୋପତିଗଣ, ସନୋଧ୍ଯକ୍ଷଗଣ ଓ ରାଜାଙ୍କର କାର୍ୟ୍ଯନିର୍ବାହକଗଣ ସମସ୍ତେ ପ୍ରସ୍ତୁତ ଥିଲେ ଓ ସମାନଙ୍କେର ବହୁମୂଲ୍ଯ ବସ୍ତୁସବୁ ଦଇେ ଦେଲେ।
ମୁଁ ତୁମ୍ଭକୁ କହୁଛି ତାହାଙ୍କୁ ପରମେଶ୍ବରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କ ଠା ରେ ଗ୍ରହଣ କର। ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସଗେୁଡିକ ଦ୍ବାରା ତାହାଙ୍କୁ ସାହାୟ୍ଯ କର। ସେ ମାେତେ ଓ ଅନ୍ୟ ଅନକେ ଲୋକଙ୍କୁ ବହୁତ ସାହାୟ୍ଯ କରିଛନ୍ତି।
ହେ ବନ୍ଧୁ, ତୁମ୍ଭେ ଯେ ହତେୁ ମାେ ସହିତ ବିଶ୍ବସ୍ତ ଭାବରେ ସବୋ କରୁଛ, ଯେଉଁ ସ୍ତ୍ରୀ ଲୋକମାନେ ମୁଁ ସୁସମାଚାର ପ୍ରଚାର କଲା ବେଳେ ମାେ ସହିତ ପରିଶ୍ରମ କରିଅଛନ୍ତି, ସମାନଙ୍କେୁ ସାହାୟ୍ଯ କର ବୋଲି ତୁମ୍ଭକୁ ମୁଁ ନିବଦନେ କରେ। ସମାନେେ କ୍ଲମେନ୍େସ ଏବଂ ମାରେ ଅନ୍ୟ ସହକାରୀମାନଙ୍କ ସହିତ ସବୋକାର୍ୟ୍ଯ କରିଛନ୍ତି। ସମାନଙ୍କେ ନାମ ଜୀବନ-ପୁସ୍ତକ288 ରେ ଲଖାେଅଛି।
ତେଣୁ ଆମ୍ଭେ ସହେି ଭାଇମାନଙ୍କୁ ସାହାୟ୍ଯ କରିବା ଉଚିତ। ଆମ୍ଭେ ତାହାଙ୍କୁ ସାହାୟ୍ଯ କରିବା ଦ୍ବାରା ଆମ୍ଭେ ସତ୍ଯ ନିମନ୍ତେ ସମାନଙ୍କେର କାର୍ୟ୍ଯ ରେ ଭାଗୀଦାର ହାଇପୋରିବା।