ଯୋୟାବ ଲବେୀ ଓ ବିନ୍ଯାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା।
Cross references
ମାତ୍ର ଲବେୀୟ-ମାନେ ସମାନଙ୍କେର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାୟାଇ ନ ଥିଲେ।
ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।
ଦାଉଦ ଏହା ପତ୍ର ରେ ଲେଖି ଥିଲେ, ଯେଉଁ କ୍ଷେତ୍ର ରେ ଘମାଘୋଟ ୟକ୍ସ୍ଟଦ୍ଧ ହକ୍ସ୍ଟଏ, ସଠାେରେ ଊରିଯକକ୍ସ୍ଟ ଆଗଧାଡି ରେ ରଖ। ତା'ପରେ ତାକକ୍ସ୍ଟ ସଠାେରେ ଏକା ଛାଡି ଦିଅ, ଯେପରି ସେ ୟକ୍ସ୍ଟଦ୍ଧ ରେ ହତ୍ଯା ହବେ।
ଯୋୟାବ ଅମାସାକକ୍ସ୍ଟ ପଗ୍ଭରିଲା, କି ଭାଇ ତୁମ୍ଭର ମଙ୍ଗଳ?
ସରୁଯାଙ୍କ ପୁତ୍ର ଯୋୟାବ୍ ଲୋକମାନଙ୍କୁ ଗଣିବା ଆରମ୍ଭ କଲେ, ମାତ୍ର ଶଷେ କରିପାରିଲେ ନାହିଁ। ପରମେଶ୍ବର ଇଶ୍ରାୟେଲର ଲୋକଙ୍କ ପ୍ରତି କୋର୍ଧାନ୍ବିତ ହାଇେଉଠିଲେ। ସେଥିନିମନ୍ତେ ରାଜା ଦାଉଦଙ୍କ ଇତିହାସ ପୁସ୍ତକରେ ଲୋକମାନଙ୍କ ସଂଖ୍ଯା ଲଖାୟୋଇ ନାହିଁ।