Home Bibles ପ୍ରଥମ ବଂଶାବଳୀ 21:4 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 21:4 · ଓଡ଼ିଆ ବାଇବେଲ

କିନ୍ତୁ ଦାଉଦ ନିଜ ଜିଦ ରେ ଅଟଳ ରହିଲେ। ରାଜା ଯାହା ଆଦେଶ ଦେଲେ, ଯୋୟାବଙ୍କୁ ତାହା କରିବାକୁ ପଡ଼ିଲା। ତେଣୁ ଯୋୟାବ ଗଲେ ଓ ଇଶ୍ରାୟେଲର ସାରା ଦେଶ ମଧିଅରେ ଲୋକମାନଙ୍କୁ ଗଣିଲେ। ଏହାପରେ ଯୋୟାବ ୟିରୁଶାଲମକୁ ଫରେି ଆସିଲେ,

Cross references

ଯାତ୍ରା ପୁସ୍ତକ 1:17

ମାତ୍ର ସହେି ଧାତ୍ରୀମାନେ ପରମେଶ୍ବରଙ୍କୁ ବିଶ୍ବାସ କରୁଥିବାରୁ, ରାଜାଙ୍କ ଆଜ୍ଞା ମାନି ନଥିଲେ. ସମାନେେ ପୁତ୍ର ସନ୍ତାନକୁ ଜୀବିତ ରଖିଲେ।

ଦିତୀୟ ଶାମୁୟେଲ 24:3

କିନ୍ତୁ ଯୋୟାବ ରାଜାଙ୍କକ୍ସ୍ଟ କହିଲେ, ଏବେ ଯେତେ ଲୋକ ଅଛନ୍ତି ସଦାପ୍ରଭୁ ଆପଣଙ୍କ ପରମେଶ୍ବର ସମାନଙ୍କେୁ 100 ଗକ୍ସ୍ଟଣ ବୃଦ୍ଧି କରାନ୍ତକ୍ସ୍ଟ ଓ ମାେ ପ୍ରଭକ୍ସ୍ଟ ମହାରାଜାଙ୍କ ଚକ୍ଷକ୍ସ୍ଟ ତାହା ଦେଖକ୍ସ୍ଟ। କାହିଁକି ରାଜା ସହେି କାର୍ୟ୍ଯ କରିବାକୁ ଗ୍ଭହାନ୍ତି?

ଦିତୀୟ ଶାମୁୟେଲ 24:4

ରାଜା ଦାଉଦ ଗକ୍ସ୍ଟରକ୍ସ୍ଟତର ସହକା ରେ ଆଦେଶ ଦେଲେ ଯୋୟାବ ଓ ତାଙ୍କର ସନୋଧ୍ଯକ୍ଷଙ୍କକ୍ସ୍ଟ, ଲୋକମାନଙ୍କୁ ଗଣିବା ପାଇଁ। ତେଣୁ ଯୋୟାବ ଓ ସନୋଧ୍ଯକ୍ଷମାନେ ରାଜାଙ୍କ ପାଖରକ୍ସ୍ଟ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବାକୁ ଗଲେ।

ଉପଦେଶକ 8:4

ରାଜାଙ୍କର ଆଦେଶ ଦବୋ ପାଇଁ କ୍ଷମତା ଅଛି। କ'ଣ କରିବାକୁ ହବେ, ତାଙ୍କୁ କହେି କହିପାରିବେ ନାହିଁ ।

ଦାନିଏଲ 3:18

ଆଉ ଏପରିକି ପରମେଶ୍ବର ଯଦି ଆମ୍ଭମାନଙ୍କୁ ରକ୍ଷା କରିବାକୁ ନଆସନ୍ତି ତଥାପି ଆମ୍ଭମାନେେ ଆପଣଙ୍କ ଦବେତାଗଣର ପୂଜା କରିବୁ ନାହିଁ କି ଆପଣଙ୍କ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:29

ପିତର ଓ ଅନ୍ୟ ପ୍ ରରେିତମାନେ ଉତ୍ତର ଦେଲେ, ଆମ୍ଭମାନେେ ମନୁଷ୍ଯମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ବରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।

Interlinear

Choose Theme