ୟିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ବର ଜଣେ ସ୍ବର୍ଗଦୂତଙ୍କୁ ପ୍ ରରଣେ କଲେ। କିନ୍ତୁ ସ୍ବର୍ଗଦୂତ ଯେତବେେଳେ ୟିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ୟିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ୟ୍ଯ ସାଧନ କରୁଥିବା ସ୍ବର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, ବନ୍ଦ କର ! ୟଥେଷ୍ଟ ହେଲା ! ସହେି ସମୟରେ ସଦାପ୍ରଭୁଙ୍କ ଦୂତ ୟିବୂଷୀଯ ଅରଣନର ରେ ଛିଡ଼ା ହାଇେଥିଲେ।
Cross references
ମନୁଷ୍ଯମାନଙ୍କୁ ଜନ୍ମ ଦଇେଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦଯକୁ ୟନ୍ତ୍ରଣା ଦଲୋ।
ଏହି ଶିଳାବୃଷ୍ଟି ୟଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡି ଦବେି। ତୁମ୍ଭମାନଙ୍କର ଆଉ ଏଠା ରେ ରହିବା ଦରକାର ନାହିଁ।
ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ବଂସ କରିବାରୁ ମନ ପରିବର୍ତ୍ତନ କଲେ।
ସଦାପ୍ରଭୁ ଯେତବେେଳେ ସମାନଙ୍କେ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କକ୍ସ୍ଟ ବାଛିଲେ, ସେ ତାଙ୍କ ସଙ୍ଗ ରେ ଥିଲେ ଓ ସେ ସମାନଙ୍କେୁ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ୟ୍ଯନ୍ତ ସମାନଙ୍କେର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ହେଲେ, ଯେପରି ସମାନେେ ଦକ୍ସ୍ଟଃଖ ଓ ତାଡନା ରେ ଆସକ୍ତ ଥିଲେ।
ଏହାପରେ ସମାନେେ ନିଜ ମଧ୍ଯରକ୍ସ୍ଟ ବିଦେଶୀ ଦବଗେଣଙ୍କକ୍ସ୍ଟ ଦୂର କରି ଦେଲେ ଏବଂ ସଦାପ୍ରଭୁଙ୍କର ସବୋ କଲେ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କର ଦକ୍ସ୍ଟଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।
ଦୂତ ଯିରୁଶାଲମକୁ ଧ୍ବଂସ କରିବା ପାଇଁ ତହିଁ ଆଡକକ୍ସ୍ଟ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦକ୍ସ୍ଟଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କକ୍ସ୍ଟ କହିଲେ, ଯେଉଁ ଲୋକମାନଙ୍କୁ ମାରିଅଛ ତାହା ୟଥେଷ୍ଟ, ତକ୍ସ୍ଟମ୍ଭ ହସ୍ତ ନତ କର। ଏହି ସମୟରେ ସହେି ଦୂତ ୟିବୂଷୀଯ ଅରୌଣା ରେ ଶସ୍ଯ ମର୍ଦ୍ଦନ ସ୍ଥାନ ନିକଟରେ ଥିଲା।
ସହେିଦିନ ଗାଦ ଦାଉଦଙ୍କ ନିକଟକକ୍ସ୍ଟ ୟାଇ ତାହାଙ୍କକ୍ସ୍ଟ କହିଲା, ୟାଅ, ୟିବୂଷୀଯ ଅରୌଣାର ଶସ୍ଯ ମର୍ଦ୍ଦନ ସ୍ଥାନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ସ୍ଥାପନ କର।
ଏଲିଯ ପ୍ରାନ୍ତର ଭିତ ରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳ ରେ ବସି ପଡିଲେ ଓ ନିଜର ମୃତ୍ଯୁ ପାଇଁ ପ୍ରାର୍ଥନା କରି କହିଲେ, ଏହା ୟଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମାରେ ପ୍ରାଣ ନିଅ, କାରଣ ମୁଁ ମାରେ ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।
ୟିରୁଶାଲମର ମାରେିଯା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ୟ୍ଯ ଆରମ୍ଭ କଲେ। ଏହି ମାରେିଯା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହାଇେଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସହେି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସହେି ସ୍ଥାନଟି ୟିବୂଷୀଯ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା।
କିନ୍ତୁ ପରମେଶ୍ବର ସ୍ନହେଶୀଳ ଥିଲେ ଓ ସମାନଙ୍କେର ପାପଗୁଡ଼ିକ କ୍ଷମା କଲେ, ସମାନଙ୍କେୁ ଧ୍ବଂସ କଲେ ନାହିଁ। ପରମେଶ୍ବର ତାଙ୍କର କୋର୍ଧକୁ ଅନକେ ଥର ସ୍ଥଗିତ ରଖିଲେ। ସେ ନିଜକୁ ବହୁତ କୋର୍ଧ ହବୋରେ ନିଯନ୍ତ୍ରଣ କରି ନ ଥିଲେ।
ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫରେି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ ? ଆପଣା ଦାସ ପ୍ରତି ଦୟା କର।
ହେ ଯିହୁଦାର ଲୋକମାନେ, ତୁମ୍ଭେ ଆମ୍ଭ ନାମ ରେ ଖ୍ଯାତ ଶୀଲୋସ୍ଥିତ ଗୃହକୁ ୟାଅ। ସଠାେ ରେ ଦେଖ ଇଶ୍ରାୟେଲ ଲୋକଙ୍କ ଦୁଷ୍ଟତା ୟୋଗୁଁ ଆମ୍ଭେ ସମାନଙ୍କେ ପ୍ରତି କ'ଣ କରୁଅଛୁ।
ସମୟ ଆସିବ ଯେତବେେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ଯ ବିଷଯ ରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା।
ସମାନେେ ପୁଣି କହିଲେ, ତୁମ୍ଭେ କିପରି ସଦାପ୍ରଭୁଙ୍କ ଗୃହ ଶୀଲୋ ସମାନ ହବେ ଓ ୟିରୁଶାଲମ ନଗର ଧ୍ବଂସ ଓ ନିବାସହୀନ ହବେ। ସଦାପ୍ରଭୁଙ୍କ ମନ୍ଦିର ରେ ସମସ୍ତ ଲୋକ ଯିରିମିୟଙ୍କ ଚାରିପଟେ ରୁଣ୍ଡ ହେଲେ।
ଯିହୁଦାର ରାଜା ହିଜକିଯଙ୍କ ସମୟରେ ମେ ରେଷ୍ଟୀଯର ମୀଖା ଭବିଷ୍ଯଦବାକ୍ଯ ପ୍ରଚାର କଲା, ଆଉ ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା,
ତା'ପ ରେ ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କଲେ ଏବଂ କହିଲେ, ଏହା ଘଟିବ ନାହିଁ।
ତା'ପ ରେ ସଦାପ୍ରଭୁ ଏବିଷଯ ରେ ତାଙ୍କର ମନ ପରିବର୍ତ୍ତନ କଲେ। ସଦାପ୍ରଭୁ ପରମେଶ୍ବର କହିଲେ, ତାହା ଘଟିବ ନାହିଁ।
ୟୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲା, ମୁଁ ଜାଣିଥିଲି ଏହାହିଁ ଘଟିବ। ମୁଁ ମାେ ନିଜ ଦେଶ ରେ ଥିଲା ବେଳେ ତୁମ୍ଭେ ମାେତେ ସଠାେକୁ ଡାକିଥିଲା। ସେତବେେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସହେି କୁନଗରୀର ଲୋକମାନଙ୍କୁ କ୍ଷମା ଦବେ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ୟିବାକୁ ସ୍ଥିର କଲି। ମିଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦଖାଇେ ଲୋକମାନଙ୍କୁ ଦଣ୍ତ ଦବେ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟା ରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତବେେ ତୁମ୍ଭେ ଧ୍ବଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି।
ୟିରୁଶାଲମ! ରେ ୟିରୁଶାଲମ! ତୁ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରିଛୁ। ପରମେଶ୍ବର ଯେଉଁମାନଙ୍କୁ ତୋ ପାଖକୁ ପଠାଇଥିଲେ, ତୁ ସମାନଙ୍କେୁ ପଥର ଫୋପାଡ଼ି ହତ୍ଯା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାୟ୍ଯ କରିବାକୁ ଇଚ୍ଛା କରିଥିଲା। ଯଭେଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସହେିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନକେ ଥର ଚ଼ାହିଁଥିଲି। କିନ୍ତୁ ତୁ ମାେତେ ତାହା କରଇେ ଦଲେୁନାହିଁ।
ଯୀଶୁ ତୃତୀୟଥର ପ୍ରାର୍ଥନା ସାରିବା ପରେ ଶିଷ୍ଯମାନଙ୍କ ପାଖକୁ ପୁଣି ଫରେି ଆସିଲେ ଏବଂ କହିଲେ, ଏବେ ମଧ୍ଯ ତୁମ୍ଭମାନେେ ଶାଇେ ବିଶ୍ରାମ ନେଉଛ? ୟଥେଷ୍ଟ ସମୟ ହେଲାଣି। ବର୍ତ୍ତମାନ ମନୁଷ୍ଯପୁତ୍ରଙ୍କୁ ପାପୀମାନଙ୍କ ହାତ ରେ ଧ ରଇେ ଦିଆୟିବାର ସମୟ ଆସି ପହଞ୍ଚି ଗଲା।