Home Bibles ପ୍ରଥମ ବଂଶାବଳୀ 21:14 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 21:14 · ଓଡ଼ିଆ ବାଇବେଲ

ତେଣୁ ସଦାପ୍ରଭୁ ଇଶ୍ରାୟେଲ ମଧ୍ଯକୁ ଭୟଙ୍କର ବ୍ଯାଧି ପ୍ ରରଣେ କଲେ ଏବଂ 70,000 ଲୋକ ମୃତ୍ଯୁବରଣ କଲେ।

Cross references

ଯାତ୍ରା ପୁସ୍ତକ 12:30

ସହେି ରାତ୍ର ରେ ମିଶର ପ୍ରେତ୍ୟକକ ଗୃହରୁ ଜଣେ ଜଣେ ମରିଥିଲେ। ଫାରୋ ତାଙ୍କର କର୍ମଚାରୀ ଓ ସେ ଦେଶର ସମସ୍ତ ଲୋକ କ୍ରନ୍ଦନ କରିବାକୁ ଲାଗିଲେ।

ଗଣନା ପୁସ୍ତକ 16:46

ତା'ପରେ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନଇେ ତହିଁ ମଧିଅରେ ୟଜ୍ଞବଦେୀରୁ ଅଗ୍ନି ଦିଅ। ଏଥି ରେ ଧୂପ ଦଇେ ଶୀଘ୍ର ମଣ୍ତଳୀ ନିକଟକୁ ୟାଇ ସମାନଙ୍କେ ନିମନ୍ତେ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ଅତି କୋରଧିତ ହାଇେଛନ୍ତି, ମହାମରୀ ବ୍ଯାପି ଗଲାଣି।

ଗଣନା ପୁସ୍ତକ 25:9

ତଥାପି ଏହି ମହାମାରୀ ରେ 24 ,000 ଲୋକ ମରିଥିଲେ।

ପ୍ରଥମ ଶାମୁୟେଲ 6:19

ବୈଥ-ଶମେଶୀଯ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଅନାଇବାରକ୍ସ୍ଟ ସେ ସମାନଙ୍କେୁ ହତ୍ଯା କଲେ, ବୈଥ୍-ଶମେଶର ଲୋକମାନଙ୍କ ମଧ୍ଯରକ୍ସ୍ଟ ସତକ୍ସ୍ଟରି ଜଣ ହତ୍ଯା ହେଲେ। ପକ୍ସ୍ଟଣି ପରମେଶ୍ବର ସମାନଙ୍କେୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ।

ଦିତୀୟ ଶାମୁୟେଲ 24:15

ତେଣୁ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ମହାମାରୀ ପଠାଇଲେ। ଏହି ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଆରମ୍ଭ ହାଇେ ନିର୍ଦ୍ଧିଷ୍ଟ ସମୟ ପର୍ୟ୍ଯନ୍ତ ଗ୍ଭଲକ୍ସ୍ଟ ରହିଲା। ତେଣୁ ଦାନଠାରକ୍ସ୍ଟ ବେର୍ଶବୋ ପର୍ୟ୍ଯନ୍ତ 70,000 ଲୋକ ମୃତକ୍ସ୍ଟ୍ଯବରଣ କଲେ।

ଦିତୀୟ ରାଜାବଳୀ 19:35

ଅନନ୍ତର ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ଅଶୂରୀଯମାନଙ୍କର ଛାଉଣୀ ରେ 1,85,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ଯମାନେ ପ୍ରଭାତ ରେ ମୃତ ଶରୀର ଦେଖିଲେ।

ପ୍ରଥମ ବଂଶାବଳୀ 27:24

ସରୁଯାଙ୍କ ପୁତ୍ର ଯୋୟାବ୍ ଲୋକମାନଙ୍କୁ ଗଣିବା ଆରମ୍ଭ କଲେ, ମାତ୍ର ଶଷେ କରିପାରିଲେ ନାହିଁ। ପରମେଶ୍ବର ଇଶ୍ରାୟେଲର ଲୋକଙ୍କ ପ୍ରତି କୋର୍ଧାନ୍ବିତ ହାଇେଉଠିଲେ। ସେଥିନିମନ୍ତେ ରାଜା ଦାଉଦଙ୍କ ଇତିହାସ ପୁସ୍ତକରେ ଲୋକମାନଙ୍କ ସଂଖ୍ଯା ଲଖାୟୋଇ ନାହିଁ।

Interlinear

Choose Theme