ପରମେଶ୍ବର କହିଲେ, ୟାଅ ଓ ଏହିସବୁ ବିଷଯ ମାହେର ଦାସ ଦାଉଦକୁ ଜଣାଅ ; ସଦାପ୍ରଭୁ କହନ୍ତି, 'ଦାଉଦ, ଆମ୍ଭେ ଯେଉଁ ଗୃହ ରେ ବାସ କରିବା, ସହେି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ।
Cross references
କିନ୍ତୁ ସହେି ରାତ୍ରି ରେ ସଦାପ୍ରଭୁଙ୍କର ବାର୍ତ୍ତା ନାଥନଙ୍କ ନିକଟକକ୍ସ୍ଟ ଆସିଲା: ଏହା ଥିଲା,
କିନ୍ତୁ ତୁମ୍ଭେ ସହେି ମନ୍ଦିର ନିର୍ମାଣ କରିବ ନାହିଁ, ତୁମ୍ଭର ଔରସଜାତ ସନ୍ତାନ ଆମ୍ଭ ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବ।'
ଦାଉଦ ଶଲୋମନଙ୍କୁ କହିଲେ, ମାରେ ପୁତ୍ର, ମୁଁ ମାରେ ପରମେଶ୍ବର ସଦାପ୍ରଭୁଙ୍କ ନାମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲି।
ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, ହେ ମାରେ ଭ୍ରାତା ଓ ମାରେ ଲୋକଗଣ, ମାରେ କଥା ଶୁଣ। ମାରେ ହୃଦଯ ରେ ମୁଁ ସଦାପ୍ରଭୁଙ୍କ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକ ମୁଁ ଇଚ୍ଛା କରିଥିଲି। ପରମେଶ୍ବରଙ୍କ ପାଦପୀଠ ହବୋ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ବରଙ୍କ ସହେି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନକେ ଯୋଜନାମାନ କରିଥିଲି।
କିନ୍ତୁ ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ କହିଲେ, 'ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ।
କିନ୍ତୁ ତୁମ୍ଭେ ନୁହେଁ, ତୁମ୍ଭର ନିଜର ପୁତ୍ର ମାେ ନାମ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିବ।'
ସଦାପ୍ରଭୁ କୁହନ୍ତି, ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ।
ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।