Home Bibles ପ୍ରଥମ ବଂଶାବଳୀ 16:32 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 16:32 · ଓଡ଼ିଆ ବାଇବେଲ

ସମୁଦ୍ର ଓ ତନ୍ମଧ୍ଯସ୍ଥ ସମସ୍ତ ପ୍ରାଣୀ ଉଚ୍ଚସ୍ବର କରନ୍ତୁ। କ୍ଷେତ୍ରସବୁ ଓ ତନ୍ମଧ୍ଯସ୍ଥ ସମସ୍ତ ବିଷଯ ସମାନଙ୍କେର ଆନନ୍ଦ ପ୍ରକାଶ କରନ୍ତୁ।

Cross references

ଗୀତସଂହିତା 69:35

ସଦାପ୍ରଭୁ ସିଯୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ। ତାଙ୍କର ଲୋକମାନେ ସଠାେରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହବେ।

ଗୀତସଂହିତା 93:4

ଜଳରାଶିର ଧ୍ବନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଉର୍ଦ୍ଧ୍ବସ୍ଥ ସଦାପ୍ରଭୁ ବଳବାନ।

ଗୀତସଂହିତା 96:11

ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ। ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜ୍ଜନ କରୁ।

ଗୀତସଂହିତା 98:7

ବଂଶୀ ବଜାଅ ଓ ଶିଙ୍ଗା ଫୁଙ୍କ। ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ବନି କର।

ଗୀତସଂହିତା 148:9

ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।

ଯିଶାଇୟ 44:23

ସହ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି।ସହ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ବନି କର।ସହ ପର୍ବତ ଗଣ,ସହ ଅରଣ୍ଯ ଓ ତନ୍ମଧ୍ଯସ୍ଥ ବୃକ୍ଷ ସମୂହ, ତୁମ୍ଲଭମାଲନ ସମସ୍ଲତ ଉଚ୍ଚ ସ୍ବରସର ପ୍ରଭୁଙ୍କର ପ୍ରଶଂସା ଗାନ କର ; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି ଓ ଇଶ୍ରାଲୟଲକୁସଗୗରବନ୍ବିତ କରିଲବ।

Interlinear

Choose Theme