Home Bibles ପ୍ରଥମ ବଂଶାବଳୀ 15:23 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 15:23 · ଓଡ଼ିଆ ବାଇବେଲ

ନିଯମସିନ୍ଦୁକକୁ ଜଗିବା ନିମନ୍ତେ ମନୋନୀତ ହାଇେଥିବା ପକ୍ଷୀମାନଙ୍କ ମଧିଅରେ ଦୁଇଜଣ ଥିଲେ ବେଶଖିଯ ଓ ଇଲକାନା।

Cross references

ଦିତୀୟ ରାଜାବଳୀ 22:4

ତୁମ୍ଭେ ମହାୟାଜକ ହିଲକିଯ ନିକଟକୁ ୟାଅ, ତାଙ୍କୁ କୁହ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଯେଉଁ ମୁଦ୍ରା ଦ୍ବାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରୁଛନ୍ତି, ସେ ମୁଦ୍ରା ଏଣିକି ଆଣ।

ଦିତୀୟ ରାଜାବଳୀ 25:18

ପୁଣି ନବୂସରଦନ୍ ପ୍ରଧାନ ଯାଜକ ସରାଯ ଦ୍ବିତୀୟ ଯାଜକ ସଫନିଯ ଓ ତିନି ଜଣ ଦ୍ବାରପାଳଙ୍କୁ ନଇେ ଗଲା।

ପ୍ରଥମ ବଂଶାବଳୀ 9:21

ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ରେ ଜିଖରିଯ ମଶଲେିମିଯଙ୍କ ପୁତ୍ର ଦ୍ବାରପାଳ ଥିଲେ।

ଗୀତସଂହିତା 84:10

ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ବରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହବୋ ଭଲ।

Interlinear

Choose Theme