ଦାଉଦ ପରମେଶ୍ବରଙ୍କୁ ପଚାରିଲେ, ମୁଁ ୟାଇ ପଲେଷ୍ଟୀୟମାନଙ୍କ ସହିତ ୟୁଦ୍ଧ କରିବି କି ? ତୁମ୍ଭେ ମାେତେ ସମାନଙ୍କେ ଉପରେ ବିଜଯ ପ୍ରଦାନ କରିବ କି ? ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, ୟାଅ, ଆମ୍ଭେ ତୁମ୍ଭକୁ ପଲେଷ୍ଟୀୟ ଲୋକଙ୍କ ଉପରେ ବିଜଯ ପ୍ରଦାନ କରାଇବା।
Cross references
ଦବୋରା ଏକ ଦୂତ ବାରକ ପାଖକକ୍ସ୍ଟ ପଠାଇଲେ। ସେ ତାଙ୍କୁ ଭଟେିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋଯମର ପକ୍ସ୍ଟତ୍ର ଥିଲେ। ବାରକ ନଲ୍ଗାଲି ସହର ରେ କଦେଶ ରେ ବାସ କରୁଥିଲେ। ଦବୋରା ବାରକକକ୍ସ୍ଟ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, 'ନଲ୍ଗାଲି ପରିବାରବର୍ଗ ଏବଂ ସବୂଲୂନର 10 ,000 ଲୋକଙ୍କକ୍ସ୍ଟ ଏକତ୍ରୀତ କର ଓ ସମାନଙ୍କେୁ ତାବୋର ପର୍ବତକକ୍ସ୍ଟ ଆଗଇେ ନିଅ।
ଦାଉଦ ସଦାପ୍ରଭୁଙ୍କୁ ପଚାରିଲେ, ମୁ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବି କି?
ଦାଉଦ ସଦାପ୍ରଭୁଙ୍କୁ ପକ୍ସ୍ଟନର୍ବାର ପଚାରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଉଠ, କିଯୀଲାକକ୍ସ୍ଟ ୟାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ ଦବେୀଗଣଙ୍କକ୍ସ୍ଟ ହରାଇବା ପାଇଁ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବା।
ଦାଉଦ ଜାଣିପାରିଲେ ଶାଉଲ ତାଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଯୋଜନା କରିଛନ୍ତି। ତେଣୁ ଦାଉଦ ଯାଜକ ଅବିଯାଥରକକ୍ସ୍ଟ କହିଲେ, ଏଠାକକ୍ସ୍ଟ ଏଫୋନ୍ ଆଣ।
ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁ ଏହି ସୈନ୍ଯଦଳ ପେଛ ପେଛ ଗୋଡ଼ାଇଲେ, ମୁ ସମାନଙ୍କେୁ ଧରି ପାରିବି କି?
ଏହାପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରିଲେ, ମୁ କ'ଣ ୟିହକ୍ସ୍ଟଦାର କୌଣସି ଏକ ନଗରକକ୍ସ୍ଟ ନିଯନ୍ତ୍ରଣ କରିବାକୁ ୟିବି?
ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପଚାରିଲେ, ମାରେପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ଉଚିତ୍ କି? ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ପାଇଁ ଆପଣ ମାେତେ ସାହାୟ୍ଯ କରିବେ କି?
ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଏବଂ ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, ସଠାେରେ ଆଗକକ୍ସ୍ଟ ୟାଅ ନାହିଁ। ତୁମ୍ଭମାନେେ ସମାନଙ୍କେ ପଛ ରେ ୟାଅ ଏବଂ ତୂତ୍ବୃକ୍ଷ ଆର ପାଶର୍ବ ରେ ସମାନଙ୍କେୁ ପଛପଟକ୍ସ୍ଟ ଆକ୍ରମଣ କର।
ତେଣୁ ଆହାବ୍ 400 ଭବିଷ୍ଯଦ୍ବକ୍ତାଙ୍କୁ ଡକାଇ ଏକତ୍ରୀତ କଲେ ଓ ସମାନଙ୍କେୁ ପଚାରିଲେ, ମୁଁ ରାମାେତ୍-ଗିଲିଯଦ ବିରୁଦ୍ଧ ରେ ପ୍ରଥମେ ୟୁଦ୍ଧ କରିବାକୁ ୟିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହବୋ ଉଚିତ୍?
ତା'ପରେ ମୀଖାଯ ରାଜାଙ୍କ ସମ୍ମୁଖ ରେ ଛିଡା ହେଲେ ଓ ରାଜା ଆହାବ୍ ତାଙ୍କୁ ପଚାରିଲେ, ମୀଖାଯ, ଆମ୍ଭମାନେେ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦକୁ ୟିବା ଉଚିତ୍ କି କ୍ଷାନ୍ତ ହବୋ ଉଚିତ୍?
ଆମ୍ଭମାନେେ ୟିରୁଶାଲମ ରେ ଆମ୍ଭମାନଙ୍କ ନିକଟକୁ ନିଯମ ସିନ୍ଦୁକକୁ ଫରୋଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭମାନେେ ନିଯମସିନ୍ଦୁକ ପ୍ରତି ଯତ୍ନଶୀଳ ହାଇେ ନାହୁଁ।
ଦାଉଦ ପରମେଶ୍ବରଙ୍କ ନିକଟରେ ଆଉଥରେ ପ୍ରାର୍ଥନା କଲେ। ପରମେଶ୍ବର ଦାଉଦଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ପରମେଶ୍ବର କହିଲେ, ଦାଉଦ, ତୁମ୍ଭେ ଯେତବେେଳେ ଆକ୍ରମଣ କରିବ, ସେତବେେଳେ ପଲେଷ୍ଟୀୟମାନଙ୍କ ପେଛ ପେଛ ପର୍ବତ ଉପରକୁ ୟିବ ନାହିଁ। ବରଂ ସମାନଙ୍କେ ଚତୁର୍ଦ୍ଦିଗ ରେ ୟାଇ ତୂତ୍ ବୃକ୍ଷ ଆଢୁ଼ଆଳ ରେ ନିଜକୁ ଲୁଚାଅ।
ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।