Home Bibles ☰ Books ପ୍ରଥମ ବଂଶାବଳୀ 11:25 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 11:25 · ଓଡ଼ିଆ ବାଇବେଲ

ବନାଯ ତିରିଶ ଜଣ ବୀରଙ୍କଠାରୁ ମଧ୍ଯ ବିଖ୍ଯାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ଯରୁ ଜଣେ ନ ଥିଲେ। ଦାଉଦ ବନାଯଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ।

Cross references

ଦିତୀୟ ଶାମୁୟେଲ 20:23

ସେ ସମୟରେ ଯୋୟାବ ସମସ୍ତ ଇଶ୍ରାୟେଲର ସୈନ୍ଯଦଳର ଦଳପତି ଥିଲେ। ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ମକ୍ସ୍ଟଖ୍ଯ ଥିଲେ।

Interlinear

Choose Theme