Home Bibles ☰ Books ପ୍ରଥମ ବଂଶାବଳୀ 11:24 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 11:24 · ଓଡ଼ିଆ ବାଇବେଲ

ଯିହାୟୋଦାରଦାଙ୍କ ପୁତ୍ର ବନାଯ ଏହି ତିନି ବୀରଙ୍କ ତୁଲ୍ଯ ସୁପ୍ରସିଦ୍ଧ ଥିଲେ।

Cross references

ପ୍ରଥମ ବଂଶାବଳୀ 12:1

ଦାଉଦ ସିଲ୍ଲଗ ରେ ଥିବା ସମୟରେ ଯେଉଁ ବ୍ଯକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସମାନଙ୍କେର ତାଲିକା ଏହା ଥିଲା। ଦାଉଦ ଯେତବେେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତବେେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ୟୁଦ୍ଧ ସମୟରେ ସାହାୟ୍ଯ କରିଥିଲେ।

ପ୍ରଥମ ବଂଶାବଳୀ 12:28

ସାଦୋକ୍ ମଧ୍ଯ ସହେି ଦଳ ରେ ଥିଲେ। ସେ ଜଣେ ସାହସୀ ୟୁବା ସୈନ୍ଯ ଥିଲେ। ସେ ତାଙ୍କ ପରିବାରର ବାଇଶ ଜଣ କାର୍ୟ୍ଯକାରୀଙ୍କ ସହିତ ଆସିଲେ।

Interlinear

Choose Theme