Home Bibles ପ୍ରଥମ ବଂଶାବଳୀ 11:14 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 11:14 · ଓଡ଼ିଆ ବାଇବେଲ

କିନ୍ତୁ ସହେି ତିନି ବୀର ସହେି କ୍ଷତେ ମଧିଅରେ ଠିଆ ହାଇେ ରହିଲେ ଓ ସମାନଙ୍କେର ପ୍ରତିରୋଧ କଲେ। ସମାନେେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ଏକ ମହାବିଜଯ ପ୍ରଦାନ କଲେ।

Cross references

ପ୍ରଥମ ଶାମୁୟେଲ 14:23

ଏହିପରି ସଦାପ୍ରଭୁ ସଦେିନ ଇଶ୍ରାୟେଲୀୟମାନଙ୍କୁ ରକ୍ଷା କଲେ। ବୈଥାବନ ପର୍ୟ୍ଯନ୍ତ ୟକ୍ସ୍ଟଦ୍ଧ ବ୍ଯାପିଗଲା। ପ୍ରେତ୍ୟକକ ସୈନ୍ଯ ଶାଉଲଙ୍କ ସହିତ ଥିଲେ। ପ୍ରାଯତଃ 10,000 ଲୋକ ଶାଉଲଙ୍କକ୍ସ୍ଟ ସାହାର୍ୟ୍ଯ କରୁଥିଲେ। ଇଫ୍ରଯିମ ପର୍ବତ ଦେଶର ସମସ୍ତ ସହରକକ୍ସ୍ଟ ୟକ୍ସ୍ଟଦ୍ଧ ବ୍ଯାପିଗଲା।

ପ୍ରଥମ ଶାମୁୟେଲ 19:5

ସେ ଆପଣା ପ୍ରାଣକକ୍ସ୍ଟ ବିପଦ ରେ ପକାଇ ପଲେଷ୍ଟୀୟକକ୍ସ୍ଟ ହତ୍ଯା କଲା। ସେଥି ରେ ସଦାପ୍ରଭୁ ସମକ୍ସ୍ଟଦାଯ ଇଶ୍ରାୟେଲ ନିମନ୍ତେ ମହା ବିଜଯ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣ ରେ ଦାଉଦକକ୍ସ୍ଟ ହତ୍ଯା କରିବେ କାହିଁକି? ସେ ନିର୍ଦ୍ ଦୋଷ, ତାକକ୍ସ୍ଟ ହତ୍ଯା କରିବାର କିଛି କାରଣ ନାହିଁ।

ଦିତୀୟ ଶାମୁୟେଲ 23:10

ସେ ଉଠିଲେ ଏବଂ ତାଙ୍କର ହସ୍ତ କ୍ଲାନ୍ତ ହବୋ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। କିନ୍ତୁ ସେ ଖଣ୍ତାଟିକକ୍ସ୍ଟ ଶକ୍ତ ଭାବରେ ଧରି ୟକ୍ସ୍ଟଦ୍ଧ କରିବା ଗ୍ଭଲକ୍ସ୍ଟ ରଖିଲେ। ପକ୍ସ୍ଟଣି ସହେିଦିନ ସଦାପ୍ରଭୁ ଏକ ବିରାଟ ଜଯ କରାଇଲେ ଏବଂ ଲୋକମାନେ ତାଙ୍କୁ ଲକ୍ସ୍ଟସ୍ଖନ କରିବାକୁ ଅନକ୍ସ୍ଟସରଣ କଲେ।

ଦିତୀୟ ରାଜାବଳୀ 5:1

ଅରାମୀଯ ରାଜାଙ୍କର ନାମାନ୍ ନାମ ରେ ଜଣେ ସନୋପତି ଥିଲେ। ସେ ତା'ର ମୁନିବ ପ୍ରତି ମହତ୍ବପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାୟ୍ଯ ରେ ଅରାମୀଯମାନଙ୍କୁ ବିଜଯ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ୍ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ ଚର୍ମ ରୋଗ ରେ ଆକ୍ରାନ୍ତ ଥିଲେ।

ଗୀତସଂହିତା 18:50

ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନକେ ୟୁଦ୍ଧରେ ଜଯଲାଭ କରିବାକୁ ସାହାୟ୍ଯ କରିଛନ୍ତି। ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରମେ ଦଖାଇେଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦଖାଇେଛନ୍ତି।

ଗୀତସଂହିତା 144:10

ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।

ହିତୋପଦେଶ 21:31

ୟୁଦ୍ଧ ଦିନ ପାଇଁ ଅଶ୍ବ ସୁସଜ୍ଜିତ ହୁଏ। ମାତ୍ର ଜଯ ସଦାପ୍ରଭୁଙ୍କଠାରୁ ସର୍ବଦାଆ ସେ।

Interlinear

Choose Theme