Home Bibles ପ୍ରଥମ ବଂଶାବଳୀ 10:8 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 10:8 · ଓଡ଼ିଆ ବାଇବେଲ

ପରବର୍ତ୍ତୀ ଦିନ, ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ ନବୋ ନିମନ୍ତେ ପଲେଷ୍ଟୀୟ ଲୋକମାନେ ଆସିଲେ। ସମାନେେ ଗିଲବୋଯ ପର୍ବତ ଉପରେ ଶାଉଲଙ୍କ ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀରକୁ ପାଇଲେ।

Cross references

ପ୍ରଥମ ଶାମୁୟେଲ 31:8

ତା' ପରଦିନ, ପଲେଷ୍ଟୀୟମାନେ ମୃତ ଲୋକମାନଙ୍କ ପାଖ ରେ ରହିୟାଇଥିବା ପଦାର୍ଥଗକ୍ସ୍ଟଡିକ ଦବୋକକ୍ସ୍ଟ ଆସିଲେ। ସମାନେେ ଦେଖିବାକକ୍ସ୍ଟ ପାଇଲେ ଯେ ଗିଲବୋଯ ପର୍ବତ ଉପରେ ଶାଉଲ ଏବଂ ତା'ର ତିନିପକ୍ସ୍ଟତ୍ର ନିହତ ହାଇେ ପଡି ରହିଛନ୍ତି।

ଦିତୀୟ ରାଜାବଳୀ 3:23

ମାଯାେବୀଯମାନେ କହିଲେ, ରକ୍ତକୁ ଦେଖ, ରାଜାମାନେ ପରସ୍ପର ମଧିଅରେ ବୁଦ୍ଧ କରି ବିନଷ୍ଟ ହାଇେଛନ୍ତି। ସମାନେେ ପରସ୍ପର ମଧିଅରେ ୟୁଦ୍ଧକରି ସମାନଙ୍କେର ଯୋଦ୍ଧାମାନଙ୍କୁ ବଧ କରିଛନ୍ତି। ଗ୍ଭଲ ଏବଂ ସହେି ମୃତ ଶରୀରରୁ ମୂଲ୍ଯବାନ ଜିନିଷମାନ ଲୁଟିବା।

ଦିତୀୟ ବଂଶାବଳୀ 20:25

ୟିହୋଶାଫଟ୍ ଓ ତାଙ୍କର ସୈନ୍ଯଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ପଦାର୍ଥସବୁ ଲୁଟି ନବୋକୁ ଆସିଲେ। ସମାନେେ ଅନକେ ବହୁମୂଲ୍ଯ ଦ୍ରବ୍ଯ ପାଇଲେ। ଯିହାଶାଫେଟ୍ ଓ ତାଙ୍କର ସୈନ୍ଯଦଳ ସହେି ଦ୍ରବ୍ଯଗୁଡ଼ିକୁ ନିଜ ନିମନ୍ତେ ନେଲେ। ସହେି ଦ୍ରବ୍ଯଗୁଡ଼ିକ ଯିହାଶାଫେଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ଯଠାରୁ ୟଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସହେି ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ କାଢିବା ନିମନ୍ତେ ସମାନଙ୍କେୁ ତିନିଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା।

Interlinear

Choose Theme