Home Bibles ପ୍ରଥମ ବଂଶାବଳୀ 10:3 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 10:3 · ଓଡ଼ିଆ ବାଇବେଲ

ଶାଉଲଙ୍କ ଚତୁର୍ଦ୍ଦିଗ ରେ ୟୁଦ୍ଧ କ୍ରମେ ପ୍ରବଳତର ହବୋକୁ ଲାଗିଲା। ଏବଂ ଧନୁର୍ଦ୍ଧରମାନେ ଶାଉଲଙ୍କୁ ତାଙ୍କ ଶର ଦ୍ବାରା ବିନ୍ଧି ପକାଇଲେ ଏବଂ ସେ ସମାନଙ୍କେ ଶର ଦ୍ବାରା କ୍ଷତାକ୍ତ ହେଲେ।

Cross references

ଆଦି ପୁସ୍ତକ 49:23

ଧନୁର୍ଦ୍ଧରମାନେ ତାଙ୍କୁ ଅତିଶଯ କ୍ଲେଶ ଦଇେଛନ୍ତି। ପୁଣି ତାକୁ ବାଣ ବିନ୍ଧି ତାକୁ ତାଡ଼ନା କରିଛନ୍ତି।

ପ୍ରଥମ ଶାମୁୟେଲ 31:3

ୟକ୍ସ୍ଟଦ୍ଧ ଭୟଙ୍କର ରୂପ ଧାରଣ କଲା, ଶାଉଲଙ୍କ ବିରକ୍ସ୍ଟଦ୍ଧ ରେ ଧନକ୍ସ୍ଟର୍ଦ୍ଧାରିମାନେ ଅତି ଦୈନ୍ଯ ଭାବେ ତୀରମାରି ଶାଉଲକକ୍ସ୍ଟ ଆଘାତ କଲେ।

ଦିତୀୟ ଶାମୁୟେଲ 1:4

ଦାଉଦ ସହେି ଲୋକଟିକକ୍ସ୍ଟ ପଚାରିଲେ, ଏ ୟକ୍ସ୍ଟଦ୍ଧ ରେ କିଏ ଜିତିଲା?

ଆମୋଷ 2:14

କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।

Interlinear

Choose Theme