ରୂତର ବିବରଣ 4:17
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ସହେି ସ୍ତ୍ରୀ ଲୋକମାନେ କହିଲେ, ବର୍ତ୍ତମାନ ନୟମୀର ଏକ ପକ୍ସ୍ଟତ୍ର ଅଛି। ତେଣୁ ସମାନେେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ୟିଶଯର ପିତା ଏବଂ ୟିଶଯ ଥିଲା ରାଜା ଦାଉଦଙ୍କର ପିତା।
World English Bible
The women her neighbors gave it a name, saying, There is a son born to Naomi; and they named him Obed: he is the father of Jesse, the father of David.