Home
Bibles
Bible Study with Steffi
Parallel ରୋମୀୟଙ୍କ ପ୍ରତି ପତ୍ର 16
Aa
Parallel ରୋମୀୟଙ୍କ ପ୍ରତି ପତ୍ର
Chapter 16
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ମୁଁ, ତୁମ୍ଭକୁ କେଙ୍କ୍ ରଯୋ ନଗରୀର ମଣ୍ତଳୀର ବିଶଷେ ସବେିକା, ଆମ୍ଭର ଧର୍ମ ଭଉଣୀ ଫବୈୀଙ୍କୁ ସୁପାରିଶ କରୁଛି।
1
I commend to you Phoebe, our sister, who is a servant of the assembly that is at Cenchreae,
2
ମୁଁ ତୁମ୍ଭକୁ କହୁଛି ତାହାଙ୍କୁ ପରମେଶ୍ବରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କ ଠା ରେ ଗ୍ରହଣ କର। ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସଗେୁଡିକ ଦ୍ବାରା ତାହାଙ୍କୁ ସାହାୟ୍ଯ କର। ସେ ମାେତେ ଓ ଅନ୍ୟ ଅନକେ ଲୋକଙ୍କୁ ବହୁତ ସାହାୟ୍ଯ କରିଛନ୍ତି।
2
that you receive her in the Lord, in a way worthy of the saints, and that you assist her in whatever matter she may need from you, for she herself also has been a helper of many, and of my own self.
3
ପ୍ରୀସ୍କା ଓ ଆକ୍ବିଲାଙ୍କୁ ମାରେନମସ୍କାର। ସମାନେେ ଖ୍ରୀଷ୍ଟ ଯୀଶୁଙ୍କ କାମ ରେ ମାରେ ସହକର୍ମୀ ଅଟନ୍ତି।
3
Greet Prisca and Aquila, my fellow workers in Christ Jesus,
4
ସମାନେେ ମାରେ ଜୀବନ ରକ୍ଷା ଲାଗି ନିଜ ଜୀବନକୁ ବିପଦ ରେ ପକାଇ ଥିଲେ। ମୁଁ ସମାନଙ୍କେ ପ୍ରତି କୃତଜ୍ଞ। କବଳେ ମୁଁ ନୁହେଁ ସମସ୍ତ ଅଣଯିହୂଦୀୟ ମଣ୍ତଳୀର ଲୋକମାନେ ମଧ୍ଯ ସମାନଙ୍କେ ପ୍ରତି କୃତଜ୍ଞ।
4
who for my life, laid down their own necks; to whom not only I give thanks, but also all the assemblies of the Gentiles.
5
ତାଙ୍କ ଘ ରେ ହେଉଥିବା ମଣ୍ତଳୀକୁ ମଧ୍ଯ ନମସ୍କାର।
5
Greet the assembly that is in their house. Greet Epaenetus, my beloved, who is the first fruits of Achaia to Christ.
6
ମରିୟମଙ୍କୁ ନମସ୍କାର। ସେ ତୁମ୍ଭମାନଙ୍କ ପାଇଁ ବହୁତ କାମ କରିଛନ୍ତି।
6
Greet Mary, who labored much for us.
7
ଆନ୍ଦ୍ରନିକ ଓ ୟୂନିଯାଙ୍କୁ ନମସ୍କାର। ସମାନେେ ମାରେ ଜ୍ଞାତି, ଓ ସମାନେେ ମାେ ସହିତ ବନ୍ଦୀ ହାଇେ କାରଗା ରେ ଥିଲେ। ସମାନେେ ପରମେଶ୍ବରଙ୍କ ଅତି ପ୍ରସିଦ୍ଧ କାର୍ୟ୍ଯକର୍ତ୍ତା ଓ ମାଠାରୁେ ପୂର୍ବରୁ ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ବିଶ୍ବାସୀ ଥିଲେ।
7
Greet Andronicus and Junias, my relatives and my fellow prisoners, who are notable among the apostles, who also were in Christ before me.
8
ପ୍ରଭୁଙ୍କ ଠା ରେ ସ୍ଥିତ ମାରେ ପ୍ରିୟ ମାତ୍ର ଆମ୍ପ୍ଲିଯାତାଙ୍କୁ ନମସ୍କାର।
8
Greet Amplias, my beloved in the Lord.
9
ଖ୍ରୀଷ୍ଟଙ୍କ ସବୋ ବିଷୟ ରେ ଆମ୍ଭର ସହକର୍ମୀ ଉର୍ବୀଣ ଓ ମାରେ ପ୍ରିୟତମ ମିତ୍ର ଆରିସ୍ତାଖୁଙ୍କୁ ମାରେ ନମସ୍କାର।
9
Greet Urbanus, our fellow worker in Christ, and Stachys, my beloved.
10
ଆପେଲ୍ଲଙ୍କୁ ମାରେ ନମସ୍କାର, ୟିଏ ଖ୍ରୀଷ୍ଟଙ୍କ ସବୋ ରେ ପରୀକ୍ଷିତ ଓ ପ୍ରମାଣିତ। ଆରିସ୍ତବୁଲଙ୍କ ପରିବାରଜନଙ୍କୁ ମାରେ ନମସ୍କାର।
10
Greet Apelles, the approved in Christ. Greet those who are of the household of Aristobulus.
11
ମାରେ ଜ୍ଞାତି ହରେୋଦିଯୋନଙ୍କୁ ମାରେ ନମସ୍କାର। ନାର୍କିସଙ୍କ ପରିଜନମାନଙ୍କୁ ନମସ୍କାର ଯେଉଁ ମାନେ ପ୍ରଭୁଙ୍କର ଅଟନ୍ତି।
11
Greet Herodion, my kinsman. Greet them of the household of Narcissus, who are in the Lord.
12
ପ୍ରଭୁଙ୍କର ପରିଶ୍ରମୀ କୀର୍ୟ୍ଯ କର୍ତ୍ତା କୁଫଣୋ ଓ କୁଫୋସାଙ୍କୁ ନମସ୍କାର। ମାରେପ୍ରିୟ ପ୍ରଭୁଙ୍କ ସବୋ ରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର।
12
Greet Tryphaena and Tryphosa, who labor in the Lord. Greet Persis, the beloved, who labored much in the Lord.
13
ପ୍ରଭୁଙ୍କର ବିଶିଷ୍ଟ ସବେକ ରୂପେ ଓ ତାହାଙ୍କର ମା'ଙ୍କୁ ଯେ ମାରେ ମାତା ଭଳି ତାହାଙ୍କୁ ମାରେ ନମସ୍କାର।
13
Greet Rufus, the chosen in the Lord, and his mother and mine.
14
ଅସୁଙ୍କ୍ରିତ, ଫ୍ଲଗେୋନ, ହର୍ମୀସ୍, ପାତ୍ରବା ଓ ହର୍ମାସ୍, ଏବଂ ସମାନଙ୍କେ ଭାଇମାନଙ୍କୁ ଯେଉଁ ମାନେ ସମାନଙ୍କେ ସହ ଅଛନ୍ତି ନମସ୍କାର।
14
Greet Asyncritus, Phlegon, Hermes, Patrobas, Hermas, and the brothers who are with them.
15
ଫିଲଲଗ, ୟୁଲିଯା, ନୀରୂସ୍ ଓ ତାହାଙ୍କ ଭଉଣୀ, ଅଲୁମ୍ପା ଓ ସମାନଙ୍କେ ସହିତ ଥିବା ସମସ୍ତ ସାଧୁ-ସନ୍ଥମାନଙ୍କୁ ନମସ୍କାର।
15
Greet Philologus and Julia, Nereus and his sister, and Olympas, and all the saints who are with them.
16
ତୁମ୍ଭମାନେେ ସମସ୍ତେ ପବିତ୍ର ଚୁମ୍ବନ ଦଇେ ଏକା ରକେକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ବାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନଜଣାଉଛନ୍ତି।
16
Greet one another with a holy kiss. The assemblies of Christ greet you.
17
ଭାଇ ଓ ଭଉଣୀମାନେ! ମୁଁ ତିମ୍ଭମାନଙ୍କୁ କହିବାକୁ ଇଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତ ରେ ଦଳଭଦେ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସମାନଙ୍କେ ଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ବାସକୁ ଭାଗିଂବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧ ରେ ଥାଆନ୍ତି।
17
Now I beg you, brothers, look out for those who are causing the divisions and occasions of stumbling, contrary to the doctrine which you learned, and turn away from them.
18
ଏହି ଲୋକମାନଙ୍କ ଠାରୁ ଦୂର ରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସବୋ ନକରି କବଳେ ନିଜ ସୁଖ ରେ ମାତି ଥାନ୍ତି। ସମାନେେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁ ମାନେ ମନ୍ଦ ବିଷୟ ରେ ଜାଣି ନାହାଁନ୍ତି, ସମାନଙ୍କେୁ ଭୁଲାନ୍ତି।
18
For those who are such don't serve our Lord, Jesus Christ, but their own belly; and by their smooth and flattering speech, they deceive the hearts of the innocent.
19
ତୁମ୍ଭମାନେେ ବାଧ୍ଯ ହୁଅ; ସମସ୍ତେ ଏହା ଶୁଣିଛନ୍ତି। ମୁଁ ତୁମ୍ଭମାନଙ୍କ ପାଇଁ ବହୁତ ଖୁସି। କିନ୍ତୁ ମୁଁ ଇଛା କରେ ଯେ ତୁମ୍ଭମାନେେ ଭଲ ପାଇଁ ବୁଦ୍ଧିମାନ ହାଇେ ରୁହ ଓ ମନ୍ଦ ବିଷୟ ଜାଣିବା ପାଇଁ ଚେଷ୍ଟା କର ନାହିଁ।
19
For your obedience has become known to all. I rejoice therefore over you. But I desire to have you wise in that which is good, but innocent in that which is evil.
20
ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।
20
And the God of peace will quickly crush Satan under your feet. The grace of our Lord Jesus Christ be with you.
21
ମାରେସହକାରୀ ତୀମଥି ଓ ମାରେ ସ୍ବଜାତୀୟ ଯିହୂଦୀମାନେ ଲୂକିୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।
21
Timothy, my fellow worker, greets you, as do Lucius, Jason, and Sosipater, my relatives.
22
ଏହି ପତ୍ରର ଲେଖକ ମୁଁ ତର୍ତ୍ତିୟ ଅଟେ। ମୁଁ ମଧ୍ଯ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନାମ ରେ ନମସ୍କାର କରୁଅଛି।
22
I, Tertius, who write the letter, greet you in the Lord.
23
ମାେତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ଯ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରମାଣ ଜଣାଉଛନ୍ତି।
23
Gaius, my host and host of the whole assembly, greets you. Erastus, the treasurer of the city, greets you, as does Quartus, the brother.
24
ଏ ରୀଷ୍ଟ୍ର ନାମକ, ଏହି ନଗରର କୋଷଧ୍ଯକ୍ଷ ଓ କ୍ବାର୍ତ୍ତ ନାମକ ଜଣେ ଭାଇ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।
24
The grace of our Lord Jesus Christ be with you all! Amen.
25
ପରମେଶ୍ବର ହିଁ ତୁମ୍ଭକୁ ଦୃଢ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ ଦବୋ ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସହେି ସତ୍ଯ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା।
25
26
ପରମେଶ୍ବର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦଇେଛନ୍ତି। ଏହି ଗୁପ୍ତ ସତ୍ଯ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି। ଭବିଷ୍ଯଦ୍ବକ୍ତାମାନଙ୍କର ଲଖାେ ଦ୍ବାରା ତାହା ପ୍ରକାଶିତ ହେଲା। ଏହା ଦ୍ବାରା ସମସ୍ତ ଲୋକମାନଙ୍କର ପରମେଶ୍ବରଙ୍କ ପାଇଁ ବିଶ୍ବାସ ଓ ଆଜ୍ଞାକାରିତା ବଢି ପାରିବ।
26
27
ଯୀଶୁ ଖ୍ରୀଷ୍ଟଙ୍କ ଜରିଆ ରେ ଏକ ମାତ୍ର ଜ୍ଞାନବାନ ପରମେଶ୍ବରଙ୍କର ମହିମା ଅନନ୍ତ କାଳ ପାଇଁ ବ୍ଯାପ୍ତ ରହୁ। ଆମେନ୍।
27
Choose Theme